Latest Odisha News
Browsing Tag

Manjubala Panda

ସ୍ନେହର ବନ୍ଧନ

ମଞ୍ଜୁବାଳା ପଣ୍ଡାଙ୍କ ସ୍ମୃତିର ଫରୁଆରୁ  ରାକ୍ଷୀ ପୂର୍ଣ୍ଣିମାର ଢେର୍ ଆଗରୁ ମନପସନ୍ଦର ରାକ୍ଷୀ କିଣି ଲଫାପାରେ ଭରି ରାଉରକେଲାରେ ରହୁଥିବା ଭାଇନା ଓ ସାନ ଦି' ଭାଇଙ୍କ ପାଇଁ ପଠେଇ ଦିଏ ମୁଁ। ଏତେଦୂରରୁ ମୁଁ ଯିବା ସମ୍ଭବ ହୁଏନି ବୋଲି ସେଠି ରହୁଥିବା ମୋ ଉପର ଭଉଣୀ ମୋ ତରଫରୁ ସେମାନଙ୍କୁ…

ଅନୁଭୂତିରେ ରଥଯାତ୍ରା : ମଞ୍ଜୁବାଳା ପଣ୍ଡା

ସ୍ମୃତିରୁ ଖିଏ ମଞ୍ଜୁବାଳା ପଣ୍ଡା ୨୦୦୭ ମସିହା। ଶ୍ରୀ ଗୁଣ୍ଡିଚା ଯାତ୍ରାର ଠିକ୍ ପୂର୍ବ ଦିନ ମୋ ସାନପୁଅ ପିନୁର ଏମ୍ ବି ବି ଏସ୍ ପାଇଁ ମେଡିକାଲ୍ କଲେଜରେ ଆଡ଼ମିସନ ହେଲା। ସୁରୁଖୁରୁରେ ସବୁ କାମ ସରିଯିବା ପରେ ଯୋଜନା କଲୁ , ଆସନ୍ତାକାଲି ପୁରୀ ଯିବୁ ରଥଯାତ୍ରା ଦେଖିବାକୁ।…

କବିତା : ଏକାକୀ ଦ୍ରୌପଦୀ

ମଞ୍ଜୁବାଳା ପଣ୍ଡା  ବାସ୍ , ଅଳ୍ପ କେଇଦିନର ହୋହଲ୍ଲା ପରେ ପରେ ସବୁ ନିରବିଯିବ ଖୁଲମ୍ ଖୁଲା ଚାଲିବ ନିତି ପ୍ରତିଦିନ ,ଯାହା ଯେମିତି ସବୁ ଦିନ ଚାଲୁଛି ସବୁ କାଳେ , ଯାହା ଯେମିତି ଚାଲୁଥିଲା କେବଳ ଦେହଘସା ପରିସଂଖ୍ୟାନରେ ସଂଖ୍ୟାଟିଏ ଯାହା ଯୋଡିହେଲା। ତୁଣ୍ଡରେ ଧରିଲେ ସିନା…

ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଙ୍କଳନ ‘ବିଶ୍ୱରୂପା’ ଉନ୍ମୋଚିତ

ଆନନ୍ଦପୁର : ଆନନ୍ଦପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେବା ଓ ସାହିତ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି  । ଏହି ସଭାରେ ବିଶିଷ୍ଟ ଲେଖିକା ଡାକ୍ତର ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଙ୍କଳନ 'ବିଶ୍ୱରୂପା' ଉନ୍ମୋଚିତ ହୋଇଯାଇଛି । ରଙ୍ଗନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…

ଗଳ୍ପ : କୁନ୍ତୀ

ମଞ୍ଜୁବାଳା ପଣ୍ଡା  ସକାଳୁ ସକାଳୁ ବିକ୍ରମର ଫୋନ୍। : ସର ଖୁଡୀ ଚାଲିଗଲେରେ ଜିତୁ। : ଏଁ? କ'ଣ କହୁଛୁ ବିକି? : ହଁ ରେ ଭାଇ। ବିକ୍ରମର ଗଳା ଭାରି ଶୁଭିଲା। : କିନ୍ତୁ କେମିତି? ମୁଁ ତ ଏଇ ଦି' ମାସ ତଳେ ଗାଁ'କୁ ଗଲାବେଳେ ଦେଖିଛି ତାଙ୍କୁ। ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। : ଅକାଳ…