Latest Odisha News
Browsing Tag

Mao encounter

ଗନ୍ଧମାର୍ଦ୍ଦନରେ ଏସଓଜି-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ । ଗୁରୁବାର ବଲାଙ୍ଗିରର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଗୁଇନ୍ଦା…

ଛତିଶଗଡ଼ରେ ଏନକାଉଣ୍ଟର, ୫ ମାଓବାଦୀ ମୃତ

ଛତିଶଗଡ଼ : ଛତିଶଗଡ଼ ଇଲମିଡି ଓ ଇସୁର ମଧ୍ୟରେ ଥିବା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଗୁଳି ବିନିମୟରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୫ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ବିଜାପୁର ଓ ତେଲେଙ୍ଗାନା ସୀମାବର୍ତ୍ତି ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ…

ଗୁଳି ବିନିମୟରେ ଟଳିଲା ସିନିୟର କ୍ୟାଡର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସ୍‌କୁ ସଫଳତା । ପୋଲିସ ଗୁଳିରେ ନିହତ ହୋଇଛି ସିନିୟର କ୍ୟାଡର ମାଓବାଦୀ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ବରଗଡ଼ ଖଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ପୋଲିସ ଟିମ୍ ଉପରକୁ ଗୁଳି ମାଡ କରିଥିଲେ…

ଯବାନ ଓ ମାଓବାଦୀ ଗୁଳି ବିନିମୟ, ୫ ଯବାନ ସହିଦ

ଛତିଶଗଡ଼ : ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ମାଓବାଦୀଙ୍କ ଗୁଳିରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ଛତିଶଗଡ ବିଜାପୁର ଜିଲ୍ଲା ସିଲେଗୁର ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା…