ମାଧୁରୀ ଦିକ୍ଷୀତଙ୍କୁ ଟକ୍କର ଦେଲେ ୩ ଯୁବକ
ନୂଆଦିଲ୍ଳୀ : ଯୁଗ ବଦଳିବା ସହ ବଦଳୁଛି ଲୋକଙ୍କ ଭାବନା । ମଣିଷ ଜୀବନର ବିବାହ ସବୁଠୁ ବଡ଼ ଉତ୍ସବ ହୋଇଥିବାରୁ ଏହି ଉତ୍ସବକୁ ଲୋକେ ନିଆରା ଭାବେ ମନେଇ ସ୍ମୃତି କରି ରଖିବାକୁ ଚାହାଁନ୍ତି । ଆଉ ସେଥିପାଇଁ ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ଘଟଣା ସବୁ ଘଟୁଥିବା…