Latest Odisha News

BREAKING NEWS

Browsing Tag

Marriage Party

ମାଧୁରୀ ଦିକ୍ଷୀତଙ୍କୁ ଟକ୍କର ଦେଲେ ୩ ଯୁବକ

ନୂଆଦିଲ୍ଳୀ : ଯୁଗ ବଦଳିବା ସହ ବଦଳୁଛି ଲୋକଙ୍କ ଭାବନା । ମଣିଷ ଜୀବନର ବିବାହ ସବୁଠୁ ବଡ଼ ଉତ୍ସବ ହୋଇଥିବାରୁ ଏହି ଉତ୍ସବକୁ ଲୋକେ ନିଆରା ଭାବେ ମନେଇ ସ୍ମୃତି କରି ରଖିବାକୁ ଚାହାଁନ୍ତି । ଆଉ ସେଥିପାଇଁ ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ଘଟଣା ସବୁ ଘଟୁଥିବା…

ବିବାହ ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ

ନବରଙ୍ଗପୁର: ଉମରକୋଟ ବ୍ଲକ ତୋହରା ଗାଁରେ ବିବାହ ଭୋଜି ଖାଇ ଏକାଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ମଙ୍ଗଳବାର ଗାଁରେ ଏକକାଳୀନ ୫ରୁ ୬ ଗୋଟି ବିବାହ ଭୋଜି ଆୟୋଜନ ହୋଇଥିଲା । ବିବାହରେ ଗ୍ରାମବାସୀ ସହଯୋଗ କରିବା ସହ ଭୋଜି ଖାଇଥିଲେ । ଭୋଜି ଖାଇବା ପରେ ଗାଁର ପ୍ରାୟ ୫୦ ଜଣ ଅସୁସ୍ଥ ହୋଇ…

ବାହାଘରରେ ନିୟମ ଉଲ୍ଲଙ୍ଘନ ପଡିଲା ମହଙ୍ଗା: ଦୁଇ ପକ୍ଷ ନାଁରେ ମାମଲା ରୁଜୁ

ଗଞ୍ଜାମ: ବିନା ମାସ୍କରେ ବାହାଘରରେ ନାଚିବା ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ପଡିଲା ମହଙ୍ଗା । ବରପକ୍ଷ ଓ କନ୍ୟାପକ୍ଷ ନାଁରେ ଥାନାରେ ରୁଜୁ ହେଲା ଦୁଇଟି ମାମଲା । ବ୍ରହ୍ମପୁରର ଜଣେ ବଡ ବ୍ୟସାୟୀୟଙ୍କ ପୁଅ ବାହାଘରରେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବାର ଭିଡିଓ ଭାଇରାଲ ହେବା ପରେ…

କନ୍ଧମାଳ: ବାହାଘର ଭାଙ୍ଗିଲା କରୋନାଭାଇରସ୍ !

ଫୁଲବାଣୀ: କୋଭିଡ୍ -୧୯ ଗାଇଡ୍‌ଲାଇନ୍ ଭାଙ୍ଗି ଓଡିଶା ପୋଲିସ ହାତରେ ଗିରଫ ଫୁଲବାଣୀର ଯୁବକ । ସଂପୃକ୍ତ ଯୁବକ କରୋନା ମହାମାରୀ ବିରୋଧୀ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଭାଙ୍ଗି ବିବାହ ଉତ୍ସବର ଆୟୋଜନ କରିଥିଲେ । କନ୍ଧମାଳର ନୂଆପଦା ଗାଁରୁ ପରମେଶ୍ୱର ଭୁକ୍ତା ନାମକ ଯୁବକଙ୍କୁ ଗିରଫ କରିଛି…

ବାହାଘରରେ ମିଳିଲା ଏମିତି ଉପହାର; ହସିହସି ବେଦମ ହେଲେ ବରକନ୍ୟା !

ଅନୁଗୁଳ: ଖାଦ୍ୟସାମଗ୍ରୀ ମଧ୍ୟରେ ଏବେ ପିଆଜର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ ଏବେ କିଛିକିଛି ସ୍ଥାନରେ ପିଆଜକୁ ଉପହାର ସ୍ୱରୂପ ପ୍ରଦାନ କରାଯାଉଥିବାର ନଜରକୁ ଆସୁଛି । ସେହିଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ଅନୁଗୁଳ ସହରରେ । ସହରର ଆଦିମାତା ନଗରରେ ସନ୍ତୋଷ ମହାପାତ୍ର ନାମକ ଜଣେ…