ବିକଳ୍ପ ବଜେଟ୍ ବାବଦରେ ବିହିତ ବିଚାରଭିତ୍ତିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବେ କି ରାଜ୍ୟ ସରକାର ?
ଭୁବନେଶ୍ୱର: ଭାରତର ଧନୀରାଜ୍ୟ ଓଡ଼ିଶା । ଲୋକେ କିନ୍ତୁ ଦିନ ଦରିଦ୍ର । ଦି’ଓଳା ଦି’ମୁଠା ପେଟପୁରା ଖାଇବା ସାତସପନ । କ’ଣ ନାହିଁ ଓଡିଶାରେ – ଯାହାର ମାଟିତଳେ, ମାଟିଉପରେ ଅଜସ୍ର ଖଣିଜ ସମ୍ପଦ, ହୀରା, ମୋତି, ମାଣିକ, ସୁନାପଥର, ୟୁରାନିୟମ, କୋଇଲା, କ୍ରୋମାଇଟ୍, ଲୁହାପଥର, ମାଙ୍ଗାନିଜ୍,…