Latest Odisha News

BREAKING NEWS

Browsing Tag

Mayadhar Nayak

ଭୀମଭୋଇଙ୍କ ଭୁବନବିଖ୍ୟାତ ଭାବୋଚ୍ଛ୍ୱାସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡିଥାଉ; ଜଗତ ଉଦ୍ଧାର ହେଉ ।” ଏଇଭଳି ପଦେ କବିତା ପୃଥିବୀରେ ଆଉ କିଏ କେଉଁଠି ଲେଖିଛନ୍ତି ? ଏପର୍ଯ୍ୟନ୍ତ, ବିଶେଷକରି ମୋ ଦୃଷ୍ଟିକୁ ଆସିନାହିଁ ।…

ସାମ୍ପ୍ରତିକ ସମୟରେ ସାହିତ୍ୟିକଙ୍କ ଜନବାଦୀ ଭୂମିକା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…    ସମୟ ଓ ସାହିତ୍ୟ ଯଥାକ୍ରମେ ଚେତନା ଓ ଚିତ୍ରଣ । ସମୟଚେତନାଠାରୁ ଯେଉଁ ସାହିତ୍ୟ ଯେତେ ସୁଦୂରବର୍ତ୍ତୀ , ତାହା ସେତେ ଅଦୂରଦର୍ଶୀ । ନିଜ ସମୟ, ନିଜ କାଳଖଣ୍ଡ, ନିଜ ଯୁଗର ଜାତକ ନଲେଖିପାରିଲେ ସାହିତ୍ୟିକଟିଏ କେବଳ ଏକ ସାମର୍ଥ୍ୟହୀନ…

ଭିନ୍ନ ବନ୍ୟା ନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ବର୍ଷା ଅପେକ୍ଷାରେ ବାଉଳି ଚାଉଳି ହେଉହେଉ ଅଚାନକ ଲଘୁଚାପ ସୃଷ୍ଟି ହୋଇ ଚାରି ପାଞ୍ଚ ଦିନ ଅସରାଅସରା ମେଘ ବର୍ଷିଗଲେ ଅଜଗର ଗର୍ଭ ପରି ଫୁଲିଉଠେ ଓଡ଼ିଶାର ନଈନାଳ । ପାଣିଚାପରେ ଫିଟିଯାଏ ହୀରାକୁଦ ବନ୍ଧର ଗୋଟିଏ ପରେ ଗୋଟିଏ କବାଟ !…

ସ୍ୱଚ୍ଛଳ ଶାସନତନ୍ତ୍ର : ଅଚଳ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍ । ବସ୍ତାବସ୍ତା ଭାଷଣବାଜିର ରିହାତି- ରାଜନୀତି । ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ…

ଦଳ ନୁହେଁ, ଦେଶ ବଡ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱ ସଂଘାତ ସମାଜଜୀବନରେ ସଂପ୍ରତି ସୃଷ୍ଟି କରିଛି ଏକ ଶୋଚନୀୟ ଛନ୍ଦପତନ । ଅତୀତର ନୈତିକ ମୂଲ୍ୟବୋଧକୁ ପ୍ରତିମୁହୂର୍ତରେ ଆଘାତ ହାଣୁଛି ବର୍ତମାନର ରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ । ଯୋଜନାଗୁଡିକ…

ଶାସିତର ସାହିତ୍ୟ କ’ଣ ଆଧୁନିକ ସାହିତ୍ୟ ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଆମ ଓଡିଶାରେ ଯେଉଁ ଧରଣର ଧାରା ସାହିତ୍ୟ କ୍ଷେତ୍ରରେ ଦେଖାଦେଉଛି, ସେ ଧାରାକୁ ଆଧୁନିକ ଓ ଉତ୍ତର -ଆଧୁନିକ ବୋଲି ଡିଣ୍ଡିମ ପିଟାଯାଉଛି । ଏ ଡିଣ୍ଡିମ ପିଟୁଛନ୍ତି କେଉଁମାନେ ? ବୁଦ୍ଧିଜୀବୀ ଓ ସାହିତ୍ୟର ସମୀକ୍ଷକ ବୋଲାଉଥିବା ଦଳେ…

ବିପ୍ଲବର ବୟସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ପଞ୍ଚସ୍ତରୀ ବୟସ ତାତି ପାରୁଛି ପଚିଶ୍ ବର୍ଷ ମାତିପାରୁନି ? ସବୁ ବିପଦରୁ ବିପ୍ଲବ । ବିବାଦ ଭିତରୁ ବିପ୍ଲବ । ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ । ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ । ଆମେ ସବୁ…

ଯେତେ ଜୀବନ, ସେତେ ଉପନ୍ୟାସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ  । କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ…

କ୍ଷୁଦ୍ର ମାନବର କ୍ଷୁଧା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଲୋକବିଶ୍ୱାସରେ ଗଚ୍ଛିତ ଅଛି ନିହତ ଯୁଗର ନାନା ନୃତାତ୍ତ୍ୱିକତା  । ଅତି ପୁରାତନ ଭାବକଳ୍ପର ଭଗ୍ନାଂଶ ଗୁଡ଼ିକ ବେଳେବେଳେ ମନେହୁଏ କେଉଁ ବିସ୍ମୃତ, ବିଲୁପ୍ତ ବାସ୍ତବତାର  ଭିତ୍ତିଚିତ୍ର ନ ହେଲେ କେଉଁ କାୟାତୀତ କ୍ଳୁପ୍ତକାଳର କଙ୍କାଳ…

ଶ୍ରମମେବ ଜୟତେ ହିଁ ସତ୍ୟମେବ ଜୟତେ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଦେଶ ଗଠନର ବିନ୍ଧାଣି ଶ୍ରମଜୀବୀ ଶ୍ରେଣୀ । ସ୍ୱଳ୍ପ ସଂଖ୍ୟକ ଦେଶରେ ଶ୍ରମଜୀବୀ ଶ୍ରେଣୀକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ଏବେ ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କୁ ମାଲିକ ଶ୍ରେଣୀ ଓ ସରକାର ଅତି ନ୍ୟୂନ ଦୃଷ୍ଟିରେ ଦେଖୁଛନ୍ତି ।…