Latest Odisha News

BREAKING NEWS

Browsing Tag

mental health

‘ଠିକ୍ ଅଛି ଗୋପାଳର ମାନସିକ ସ୍ଥିତି’: ମେଡିକାଲ୍ ବୋର୍ଡ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ମାନସିକ ରୋଗୀ । ନବ ଦାସଙ୍କୁ ଗୁଳି ପର ଠାରୁ ଗୋପାଳଙ୍କ ପତ୍ନୀ, ଡାକ୍ତରଙ୍କ ମନ୍ତବ୍ୟ ଓ କ୍ରାଇମବ୍ରାଞ୍ଚ ତଦନ୍ତ ସେଇ ଦିଗରେ ଗତି କରୁଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଗୋପାଳର ମାନସିକ ସ୍ଥିତି ନେଇ ଅଧିକ…

ନବ ଦାସଙ୍କ ହତ୍ୟା ଘଟଣାରେ FBIର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । କହିଛନ୍ତି, ପୋଲିସ ହେଉଛି ଏକ ଫୋର୍ସ ଏବଂ ଏକ ‘ଚେନ୍ ଅଫ୍ କମାଣ୍ଡ’ର ବ୍ୟବସ୍ଥାର ସମନ୍ୱୟ ରହିଥାଏ । ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ…

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ ମିଶ୍ର: ବିଜେଡି ମୁଖ୍ୟ ସଚେତକ

ଭୁବନେଶ୍ୱର: ବିଧାନସଭାର ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ଏବେ କିଛିଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି । ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜୁ ଜନତା ଦଳ ଗୁରୁତ୍ୱ ଦେବାକୁ ଚାହୁଁନି। ବରଂ ବିଜେପି ନେତୃବୃନ୍ଦ…

ଗୋପାଳର ମାନସିକ ସ୍ଥିତି ନେଇ ଯାଞ୍ଚ ଆବେଦନକୁ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଦୀର୍ଘ ଦିନ ଧରି ମାନସିକ ଅସୁସ୍ଥ ଥିଲା । ଏକଥା ପୂର୍ବରୁ ଗୋପାଳଙ୍କ ସ୍ତ୍ରୀ, ଡାକ୍ତର କହିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦେଇଥିଲା । ୪ ଜଣ ମାନସିକ ରୋଗ ବିଶେଷଜ୍ଞ ଗୋପାଳ ଉପରେ ନଜର…

ଭୂକମ୍ପରୁ ବର୍ତ୍ତି ଗଲେ ସତ, କିନ୍ତୁ ସେଦିନର ଦୃଶ୍ୟକୁ ମନେ ପକାଇ ମାନସିକ ଭାରସାମ୍ୟ ହରାଉଛନ୍ତି ଛୋଟ ଛୋଟ ପିଲା

ଆଙ୍କରା: ତୁର୍କୀ ଭୂକମ୍ପର ଭୟବହ ଦୃଶ୍ୟ ମନେ ପଡିଲେ ଏବେ ବି ଦେହ ଥରିଉଠେ । ଭୂକମ୍ପର ଗୋଟିଏ ସପ୍ତାହ ପରେ ସେଠିକାର ସ୍ଥିତି ଆହୁରି ଦୃଦୟ ବିଦାରକ ହୋଇପଡିଛି । ଧ୍ୱଂସସ୍ତୁପ ତଳୁ ବାହାରି ଆସୁଛି ଉତ୍କଟ ଗନ୍ଧ । ଡାକ୍ତରଖାନାରୁ ଏବେ ବି ଶୁଭୁଛି ଆହତଙ୍କ ଯନ୍ତ୍ରଣା  ଜର୍ଜରିତ ସ୍ୱର । ଅନେକ…

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ମାମଲାରେ ବାରମ୍ଵାର ଅରୁଚିକର ମନ୍ତବ୍ୟ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଛନ୍ତି । ତେଣୁ ତୁରନ୍ତ ତାଙ୍କର ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ବିଜୁ ଜନତା ଦଳ, ବିଜେପି ନେତୃବୃନ୍ଦଙ୍କୁ ପରାମର୍ଶ…

କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା : କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ଜେଲରେ ଥିବା କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ  । ଏନେଇ ସୁପ୍ରିମକୋର୍ଟରେ ଏକ PIL ଦାଖଲ ହୋଇଛି  । ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ଭି ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ଜବାବ ମାଗିଛନ୍ତି। କୁଶ୍‌…

ମନକୁ ଶାନ୍ତ ରଖିବାକୁ ଆପଣାନ୍ତୁ ଏହିସବୁ ଆଧ୍ୟାତ୍ମିକ ଉପାୟ

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟ ସବୁ ବର୍ଗର ଲୋକ ମାନେ ଚିନ୍ତାରେ ବୁଡି ରହୁଥିବା ଦେଖିବାକୁ ମିଳୁଛି । ମାନସିକ ଚାପ ବଢିବା ଦ୍ୱାରା ଅନେକ କୁଚିନ୍ତା ମନକୁ ଛୁଇଥାଏ। ତେବେ ଆପଣ ମଧ୍ୟ ଯଦି ଏହିଭଳି ମାନସିକ ଚାପରେ ଅଛନ୍ତି ଓ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆମେ କହିବୁ ଏହାର…