Latest Odisha News

BREAKING NEWS

Browsing Tag

Military Plane Crash

ଫିଲିପିନ୍ସ ବିମାନ ଦୁର୍ଘଟଣାରେ ୧୭ ମୃତ, ୪୦ ଆହତ

କୋଟାବାଟୋ: ଫିଲିପିନ୍ସ ସେନାର ବିମାନ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ଭିତରେ ଅଧିକାଂଶ ସେନା ଅଧିକାରୀ ଓ କର୍ମଚାରୀ ଅଛନ୍ତି । ଫିଲିପିନ୍ସ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ବିମାନ C-130 ।…

ଫିଲିପିନ୍ସରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଥିଲେ ୮୫ ଯାତ୍ରୀ

ମାନିଲା: ଫିଲିପିନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୮୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସେନାର ଗୋଟିଏ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବାୟୁସେନାର ବିମାନ C130 ସ୍ଥାନୀୟ ସମୟ ସକାଳ ସାଢ଼େ ୧୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସୂଚନା ଦେଇଛନ୍ତି ଫିଲିପିନ୍ସ ସେନା ମୁଖ୍ୟ…