Latest Odisha News
Browsing Tag

Ministry Reshuffle

ନୂଆ ମନ୍ତ୍ରୀଙ୍କୁ ଆବଣ୍ଟନ ହେଲା ବିଭାଗ; ତୁଷାରଙ୍କୁ ଗୃହ ଓ ପ୍ରମିଳାଙ୍କୁ ରାଜସ୍ୱ

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟ ପାଳ ବାଣ୍ଟି ଦେଇଛନ୍ତି ବିଭାଗ । ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳିଲା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଗଣେଶୀ ଲାଲ ସଦ୍ୟ ଶପଥ ଗ୍ରହଣ କରିଥିବା ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ତାଲିକା ପ୍ରକାଶ ପାଇଛି । ଯାହା ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ସଠିକ୍ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏଥିରେ ଦେଖିବାକୁ ମିଳିଛି ସଂପୂର୍ଣ୍ଣ ୬ ନୂଆ ମୁହଁ । ସେମାନେ ହେଉଛନ୍ତି – ରୋହିତ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ଶ୍ରୀକାନ୍ତ…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ନେତାଙ୍କୁ ଗୁରୁତ୍ୱ ମିଳିପାରେ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ସବୁ ମନ୍ତ୍ରୀ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀଙ୍କ ନାଁ ଜାଣିବା ପାଇଁ ସମସ୍ତେ ଆଗ୍ରହୀ । ତେବେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଇ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବାରୁ କିଛି ପୁରୁଣା ମନ୍ତ୍ରୀ ନୂଆ ବିଭାଗ ନେଇ ମଧ୍ୟ ଫେରିପାରନ୍ତି । ଆଉ କିଛି…

ମହିଳା ଜଣେ ହୋଇପାରନ୍ତି ବାଚସ୍ପତି!

ଭୁବନେଶ୍ୱର: ଏଥର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି । ସେପଟେ ଫୋନ୍ କଲ ପାଇଥିବା ନେତାଙ୍କ ମନରେ ଯେତିକି ଆଗ୍ରହ ଅଛି ତା ଠାରୁ ଅଧିକ ନିରାଶ ଅଛନ୍ତି ଫୋନ୍ କଲ ପାଇ ଇସ୍ତଫା ଦେଇଥିବା ବରିଷ୍ଠ ମାନେ । ମନ୍ତ୍ରୀ ବଦଳିଯିବା ସହ ଏଥର ବାଚସ୍ପତି ମଧ୍ୟ ବଦଳିଯିବେ…