Latest Odisha News
Browsing Tag

Minor Boy

୨ ବର୍ଷର ଛୁଆର ଗୁପ୍ତାଙ୍ଗ କାଟିନେଲେ ଦୁର୍ବୃତ୍ତ

କେନ୍ଦୁଝର: ୨ ବର୍ଷର ଛୁଆ । ନା ଭଲକରି ଚାଲି ପରେ ନା କହିପାରେ କଥା । କିନ୍ତୁ ତା’ସହ ଯାହା ଘଟିଛି ସେସବୁ ଶୁଣିଲେ ଆପଣଙ୍କ ପାଦତଳୁ ବି ମାଟି ଖସିଯିବ । ଅମାନବିକତାର ସୀମା ଲଂଘିଥିବା ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର । ଯେଉଁଠି ଦୁର୍ବୃତ୍ତ ୨ ବର୍ଷର ଛୁଆର…

କୋଏଲ୍ ନଦୀରୁ ଉଦ୍ଧାର ହେଲା ନିଖୋଜ ଛାତ୍ରର ମୃତଦେହ

ରାଉରକେଲା: ରାଉରକେଲାସ୍ଥିତ ପ୍ରଧାନପାଲ୍ଲୀ ନିକଟ କୋଏଲ୍ ନଦୀରୁ ନିଖୋଜ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଶନିବାର ଦିନ ପୋଲିସ ଉଦ୍ଧାର କରିଛି । ମୃତ ଛାତ୍ରଙ୍କ ନାମ ନିଲେଶ ଦାସ । ଗତ ୨୬ ତାରିଖରେ ନିଲେଶ ଝିରପାଣି ବ୍ରିଜରୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଥିଲା । ଏହାବ୍ୟତିତ…

ଭୁଲ୍ ଇଞ୍ଜେକସନ ଯୋଗୁଁ ୧୧ ବର୍ଷୀୟ ନାବାଳକର ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର: ଭଦ୍ରକ ଜିଲ୍ଲା ଗେଟ୍ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବାଳକର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ବାଳକଟି ନାଗରାଜ ସେଠୀ ବୋଲି ଜଣାପଡିଛି । ଗତ ୨୨ ତାରିଖରେ ନାଗରାଜଙ୍କ ଗଳା ଫୁଲି ଯାଇଥିବା ଫଳରେ ପରିବାର ଲୋକେ…

ସୁଇମିଂ ପୁଲରେ ବୁଡି ନାବାଳକ ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ କ୍ଲବର ସୁଇମିଂ ପୁଲରେ ମଙ୍ଗଳବାର ଦିନ ପ୍ରଶିକ୍ଷଣ ନେଉଥିବାବେଳେ ଜଣେ ନାବାଳକ ଛାତ୍ର ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସନ୍ଦୀପ ସାହୁ। ମିଳିଥିବା ସୂଚନାନୁଯାୟୀ ଉକ୍ତ ଛାତ୍ରଙ୍କୁ…