Latest Odisha News

BREAKING NEWS

Browsing Tag

mock drill

ଆଜି ଦେଶବ୍ୟାପୀ କରୋନା ମୁକାବିଲା ପ୍ରସ୍ତୁତିର ମକ୍ ଡ୍ରିଲ୍, ସମୀକ୍ଷା କରିବେ ମାଣ୍ଡଭିୟ

ନୂଆଦିଲ୍ଲୀ: କରୋନାର ଭୟବହତାକୁ ଦୃଷ୍ଟିରେ ରଖି ଆଜି ସାରା ଦେଶରେ କୋଭିଡ୍ ହେଲଥ୍ ସେଣ୍ଟର ଗୁଡିକରେ ମକ୍ ଡ୍ରିଲ ହେବ। ହସପିଟାଲରେ ଅକ୍ସିଜେନ ସପ୍ଲାଇ ଓ ଭେଣ୍ଟିଲେଟର ଆଦି ପ୍ରସ୍ତୁତିକୁ ଏହି ମକ୍ ଡ୍ରିଲ ଜରିଆରେ ସମୀକ୍ଷା କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଇଣ୍ଡିଆନ…

ପେଟ୍ରୋଲିୟମ୍ ପାଇପ୍ ଲାଇନ ବିପର୍ଯ୍ୟୟକୁ ନେଇ ମକଡ୍ରିଲ୍

ଜଗତସିଂହପୁର: ପାଇପ୍ ଲାଇନ୍ ଫାଟି ହୁତୁହୁତୁ ହୋଇ ନିଆଁ ଜଳୁଛି । ଜୀବନ ବିକଳରେ ଯିଏ ଯେଉଁଆଡ଼େ ପାରିଲା ଦୌଡ଼ୁଛନ୍ତି । ପେଟ୍ରୋଲିୟମ୍ ପାଇପ୍ ଲାଇନ୍ ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଆତଙ୍କ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଥିବା ବେଳେ ଆହତଙ୍କୁ ମେଡିକାଲ୍…

ଟ୍ରେନ୍ ଦୁର୍ଘଟଣା ହେଲେ କେମିତି ହେବ ଉଦ୍ଧାର କାର୍ଯ୍ୟ ? ଝାରସୁଗୁଡ଼ାରେ ରେଲୱେର ମକଡ୍ରିଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବଡ଼ ଧରଣର ରେଳ ଦୁର୍ଘଟଣା । ବଗି ଭିତରେ ଫସି ରହିଛନ୍ତି ଯାତ୍ରୀ । ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସତ ଦୁର୍ଘଟଣା ଭଳି ଲାଗୁଥିବା ଏ ଦୃଶ୍ୟ ହେଉଛି ମକଡ୍ରିଲର । ଅକସ୍ମାକ ହେଉଥିବା ଟ୍ରେନ୍ ଦୁର୍ଘଟଣା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ନେଇ ଝାରସୁଗୁଡ଼ା…

ଆପାତକାଳୀନ ସ୍ଥିତିରେ ପ୍ରସ୍ତୁତି ଯାଂଚ ପାଇଁ କଳିଙ୍ଗନଗର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ମକ୍ ଡ୍ରିଲ୍

ଯାଜପୁର: ଆପାତକାଳୀନ ସ୍ଥିତିରେ କଳିଙ୍ଗ ନଗର ପ୍ଲାଣ୍ଟରେ କିପରି ରହିଛି ମୁକାବିଲା ପ୍ରସ୍ତୁତି । ଖାସ୍ ମୁକିବିଲା ପ୍ରସ୍ତୁତି ଯାଂଚ କରିବା ପାଇଁ ଗତ ବୁଧବାର ଦିନ ପ୍ଲାଣ୍ଟ ପରିସରରେ ମକ୍ ଡ୍ରିଲ୍‌ର ଆୟୋଜନ କରାଯାଇଥିଲା । ଏଥିପାଇଁ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଭଳି ବିପଦଜନକ (ନାଟ୍ୟ…