Latest Odisha News

BREAKING NEWS

Browsing Tag

Moderna Vaccine

ଓମିକ୍ରନ ପାଇଁ ମଡର୍ଣ୍ଣା ଉପଯୁକ୍ତ; ବ୍ରିଟେନରୁ ଆସିଲା ଅନୁମତି

ଭୁବନେଶ୍ୱର: ଏବେ ସଂକ୍ରମଣ ହେଉଥିବା ଓମିକ୍ରନ ପାଇଁ ମଡର୍ଣ୍ଣା ଟୀକା ଉପଯୁକ୍ତ । ସୋମବାର ବ୍ରିଟେନ ଏହାକୁ ଅନୁମତି ଦେଇଛି । ଏହି ଟୀକା ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ ଏବଂ ପୂର୍ବ ମୂଳ କୋଭିଡ-୧୯ ଭାଇରସକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି ବ୍ରିଟେନର ଏମଏଚଆରଏ(ମେଡିସିନ…

ମଡର୍ନାର ଲୋ ଡୋଜ୍‌ କୋଭିଡ୍‌-୧୯ ଟିକା ପିଲାଙ୍କ ଲାଗି ସୁରକ୍ଷିତ

ୱାଶିଂଟନ୍: କୋଭିଡ ଟିକା ନିର୍ମାତା କମ୍ପାନୀ ମଡର୍ନା ସୋମବାର କହିଛନ୍ତି ଯେ ଏହାର ଲୋ ଡୋଜ୍‌ କୋଭିଡ୍‌-୧୯ ଟିକା ସୁରକ୍ଷିତ ଏବଂ ଏହା ୬ ରୁ ୧୧ ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ଏହା କାମ କରୁଥିବା ଦେଖାଯାଇଛି। ମର୍ଡନା ଟିକା ନିର୍ମାତା କମ୍ପାନି ପିଲାମାନଙ୍କ ଲାଗି ଟିକା ବିକଶିତ…

୨୦୨୨ ଯାଏ ଭାରତୀୟଙ୍କୁ ମିଳିବନି ଏହି ବିଦେଶୀ ଟିକା!

ନୂଆଦିଲ୍ଲୀ: ୨୦୨୨ ପର୍ଯ୍ୟନ୍ତ ଭାରତକୁ ଆସିନପାରେ କରୋନା ବିରୋଧୀ ବିଦେଶୀ ଟିକା ମଡର୍ନା। ୨୦୨୨ ଯାଏ ଭାରତକୁ ମଡର୍ନା ଟିକା ଯୋଗାଣ ହୋଇନପାରେ ବୋଲି ସରକାରଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ହିନ୍ଦୁସ୍ତାନ ଟାଇମ୍‌ସ‌ର ରିପୋର୍ଟ ଅନୁଯାୟୀ, ଆମେରିକାର ଫାର୍ମା…

ଚଳିତ ସପ୍ତାହରେ ଭାରତ ପହଞ୍ଚିପାରେ ଏହି ବିଦେଶୀ ଟିକା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଭାରତ ପହଞ୍ଚିପାରେ ବିଦେଶୀ ଟିକା ମଡର୍ନା। ଏହି ବିଦେଶୀ ଟିକା ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସୋମବାର ବିଶେଷ ସୂତ୍ରରୁ ପ୍ରକାଶ। ରିପୋର୍ଟ ଅନୁଯାୟୀ, ଜୁଲାଇ ୧୫ ସୁଦ୍ଧା ପ୍ରଶାସନ ପାଇଁ ମଡର୍ନା ଟିକା ହସ୍ପିଟାଲରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ…

ରାଜ୍ୟକୁ ଟିକା ବିକ୍ରି ପାଇଁ ମନା କରୁଛନ୍ତି ଫାଇଜର୍ ଓ ମଡେର୍ଣ୍ଣା, ଗ୍ଲୋବାଲ୍ ଟେଣ୍ଡରକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ବିଦେଶରୁ ଟିକା ଆଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଥିବା ରାଜ୍ୟଗୁଡ଼ିକୁ ଝଟକା ଲାଗିପାରେ । କାରଣ ଫାଇଜର୍ ଓ ମଡେର୍ଣ୍ଣା ଭଳି ଟିକା ନିର୍ମାତା କମ୍ପାନୀ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ବିକ୍ରି କରିବାକୁ ମନା କରି ଦେଉଛନ୍ତି । ଅନିଚ୍ଛା ପ୍ରକାଶ କରିଛନ୍ତି ବିଦେଶ କମ୍ପାନୀ ।…

ଜରୁରୀକାଳୀନ ବ୍ୟବହାର ପାଇଁ ‘ମଡର୍ନା’ ଟିକାକୁ ଖୁବ୍‌ ଶୀଘ୍ର ମିଳିପାରେ ମଞ୍ଜୁରୀ

ୱାଶିଂଟନ୍: କରୋନା ଭୂତାଣୁ ଦ୍ୱାରା ଆମେରିକା ବିଶ୍ୱରେ ସର୍ବାଧିକ ପ୍ରଭାବିତ ଦେଶ ହୋଇଛି। ଏହି ଭୂତାଣୁ ଦେଶରେ ବିପଦ ସୃଷ୍ଟି କରୁଛି। ଏହି ସମୟରେ, ଆମେରିକାର ଫୁଡ୍‌ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ପରାମର୍ଶଦାତା ମଡର୍ନାର କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ସପକ୍ଷରେ…

ଭଲ ଖବର: ମଡେର୍ଣ୍ଣା ଟିକା ୯୫% ସୁରକ୍ଷିତ

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ସପ୍ତାହେ ଭିତରେ ଆମେରିକାରୁ ପୁଣି ଆସିଛି ଖୁସି ଖବର। ଭ୍ଯାକସିନ ନେଇ ଭତ୍ସାହଜନକ ଖବର ସାମନାକୁ ଆସିଛି। ମଡେର୍ଣ୍ଣା ଟିକା ୯୫% ସଫଳ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ମିଳିଛି। ଆମେରିକାର ୩୦ ହଜାର ଲୋକଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା ।…