Latest Odisha News

BREAKING NEWS

୨୦୨୨ ଯାଏ ଭାରତୀୟଙ୍କୁ ମିଳିବନି ଏହି ବିଦେଶୀ ଟିକା!

ନୂଆଦିଲ୍ଲୀ: ୨୦୨୨ ପର୍ଯ୍ୟନ୍ତ ଭାରତକୁ ଆସିନପାରେ କରୋନା ବିରୋଧୀ ବିଦେଶୀ ଟିକା ମଡର୍ନା। ୨୦୨୨ ଯାଏ ଭାରତକୁ ମଡର୍ନା ଟିକା ଯୋଗାଣ ହୋଇନପାରେ ବୋଲି ସରକାରଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ହିନ୍ଦୁସ୍ତାନ ଟାଇମ୍‌ସ‌ର ରିପୋର୍ଟ ଅନୁଯାୟୀ, ଆମେରିକାର ଫାର୍ମା କମ୍ପାନୀର ଟିକା ଯୋଗାଣ “୨୦୨୧” ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବୁକ୍ ହୋଇସାରିଛି। ଯେଉଁଥିପାଇଁ ଭାରତକୁ ଟିକା ଯୋଗାଣରେ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ଭାରତରେ ବ୍ୟବହୃତ ହେଉଥିବା କୌଣସି ଭାରତୀୟ ଟିକା ଯଥାକ୍ରମେ କୋଭିଶିଲ୍ଡ, କୋଭାକ୍ସିନ୍ ଏବଂ ସ୍ପୁଟ୍‌ନିକ୍‌ ଭିକୁ ଏପର୍ଯ୍ୟନ୍ତ ଏଭଳି ଆଇନଗତ ସୁରକ୍ଷା ଦିଆଯାଇ ନାହିଁ।

Leave A Reply

Your email address will not be published.