୧ କୋଟି ଇରାନୀୟ ରିଆଲ୍ ମୂଲ୍ୟ ୬୫୦ ଟଙ୍କା
ତେହରାନ୍: ଇରାନ୍ ବିରୋଧରେ ଗତ କିଛି ବର୍ଷ ଧରି ଆମେରିକା ଆର୍ଥିକ କଟକଣା ଲାଗୁ କରିଆସିଥିଲାବେଳେ ଇରାନ୍ର ଅର୍ଥନୀତି ବହୁମାତ୍ରାରେ ପ୍ରଭାବିତ ରହିଆସିଛି । ଏବେ ଯୁଦ୍ଧକୁ ନେଇ ଇରାନ୍ର ଆର୍ଥିକ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ଯୁଦ୍ଧ ସ୍ଥିତିରେ ଇରାନ୍ କେନ୍ଦ୍ରୀୟ ବ୍ୟାଙ୍କ ୧୦ ନିୟୁତ…