Latest Odisha News

BREAKING NEWS

Browsing Tag

money laundering case

ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ପୂର୍ବତନ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଉ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ଦେଶମୁଖଙ୍କୁ ନଭେମ୍ବର ୨ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ନଭେମ୍ବର ୬ ରେ, କୋର୍ଟ ୭୧ ବର୍ଷୀୟ ଦେଶମୁଖଙ୍କୁ ନ୍ୟାୟିକ…

ମନି ଲଣ୍ଡରିଂ ମାମଲା; ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ୧୨ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିବା ପରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର କରାଯିବ। ସୂଚନା ଅନୁଯାୟୀ ଏକାଧିକ ସମନ ପରେ…

ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ମୁମ୍ବାଇ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍‌ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର…

ବଲିଉଡ ସୁନ୍ଦରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଇଡିର ସମନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍ । ୨୦୦ କୋଟିର ଆର୍ଥିକ ଅନିୟମିତତା ମାମଲାରେ ସମନ୍ ଜାରି ହୋଇଛି । ଆଜି ହାଜର ହେବାକୁ ନୋରାଙ୍କୁ ନିର୍ଦ୍ଦେଶ ରହିଛି । ତାଙ୍କୁ ମନି ଲଣ୍ଡିଂରେ କେସରେ ପଚରାଉଚରା ସହ ବୟାନ…

ମନ୍ତ୍ରୀ ଅନିଲ ଦେଶମୁଖଙ୍କ ସହାୟକଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ: ସୋମବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ତଥା ସହକାରୀ ଥିବା ଗିରଫ ଅଭିଯୁକ୍ତ ସଞ୍ଜୀବ ପାଲାଣ୍ଡେ ଏବଂ କୁନ୍ଦନ ସିନ୍ଦେଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସୋମବାର ଦିନ ପ୍ରଥମ ଚାର୍ଜସିଟ ଦାଖଲ କରିବ। ଅନିଲ ଦେଶମୁଖ ଏବଂ ଅନ୍ୟମାନଙ୍କ…

ମନି ଲଣ୍ଡରିଂ ମାମଲା: ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ: ମଙ୍ଗଳବାର ଇଡି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଅର୍ଥ ହେର୍‌ଫେର୍‌ କାରବାରରେ ମାମଲା ରୁଜୁ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଏହି ମାମଲା ସିବିଆଇ ଦ୍ବାରା ଦାଖଲ ହୋଇଥିବା ଏଫ୍ଆଇଆର୍ ଆଧାରରେ ପଞ୍ଜୀକୃତ ହୋଇଛି ବୋଲି…

ମନି ଲଣ୍ଡରିଂ ମାମଲା: ଆସନ୍ତାକାଲି ଇଡି ଆଗରେ ହାଜର ହେବେ ମେହବୁବା ମୁଫତି

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଗୁରୁବାର ଦିନ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଶ୍ରୀନଗରରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ। ସୂତ୍ରରୁ ପ୍ରକାଶ ଯେ ମେହବୁବା…