Latest Odisha News

BREAKING NEWS

Browsing Tag

Mumbai

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: କାଷ୍ଟିଂ କାଉଚକୁ ନେଇ ବିବାଦ ଘେରରେ ଫସିଥିବା ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ଲାଗି ଅଡ଼ୁଆ ବଢ଼ିଛି । ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ସଞ୍ଜୟ ନାୟକଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଅଭିନେତ୍ରୀ ପ୍ରକୃତି…

୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅବ୍ଦୁଲ ସଲାମର ଜେଲରେ ମୃତ୍ୟୁ

ଲାହୋର: ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ୍ ଥିବା ଅବ୍ଦୁଲ ସଲାମ ଭୁଟ୍ଟାବିର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଛି । ପଞ୍ଜାବ ପ୍ରଦେଶର ଶେଖପୁରା ଜେଲରେ ଟେରର୍ ଫଣ୍ଡିଂ ମାମଲାରେ ବନ୍ଦୀ ଥିଲା ଅବ୍ଦୁଲ ସଲାମ । ୨୦୨୦ରେ ଲସ୍କର ଏ ତୋଏବାର ସରଗନା ହାଫିଜ୍ ସଇଦ…

ବାହାଘର ପୂର୍ବରୁ ବିମାନବନ୍ଦରରୁ ବର ନିଖୋଜ

ଜୟପୁର: ବାହାଘର ପୂର୍ବରୁ ବର ନିଖୋଜ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି ରାଜସ୍ଥାନରୁ । ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଯୁବକ ଜଣଙ୍କ ବାହାଘର ପାଇଁ ଫେରୁଥିଲେ । ଫେବ୍ରୁଆରୀ ୧୬ ତାରିଖରେ ମୁମ୍ବାଇ ବିମାନବନ୍ଦରରେ ବି ପହଞ୍ଚିଲେ । ହେଲେ ସେବେଠୁ ତାଙ୍କର…

ସ୍ତ୍ରୀକୁ ପୋଡ଼ି ମାରିଦେଇଥିଲା ପିଶାଚ ସ୍ୱାମୀ, ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ମୁମ୍ବାଇ: ଆଜି ବି ଯୌତୁକର ପ୍ରଲୋଭନ ଲୋକଙ୍କୁ କ୍ରୁର କରିଦେଉଛି । ଯୌତୁକ ପାଇଁ ଜୀବନ ନେବାକୁ ବି ପଛାଉ ନାହାଁନ୍ତି ଲୋକେ । ଏଭଳି ଘଟଣା ମୁମ୍ବାଇର ଉପନଗରୀ ମୁଲୁଣ୍ଡରୁ ଆସିଛି । ଜଣେ ପୂର୍ବତନ ଦମକଳ କର୍ମଚାରୀ ଯୌତୁକ ପାଇଁ ନିଜ ସ୍ତ୍ରୀକୁ ପୋଡ଼ି ମାରି ଦେଇଥିଲେ। ପରେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ, ଟ୍ୟାକ୍ସ ଫାଙ୍କୁଛନ୍ତି ଐଶ୍ବର୍ଯ୍ୟା

ମୁମ୍ବାଇ:  ପୁଣି ଚର୍ଚ୍ଚାକୁ ଆସିଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ । ଟ୍ୟାକ୍ସ ଦେଉ ନାହାନ୍ତି ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ଜମି କିଣିଛନ୍ତି, କର ଦେଉ ନାହାଁନ୍ତି  । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୨ ମାସର  ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ  ।…

ଚାଷୀଙ୍କ ଅଭିନବ ପ୍ରତିବାଦ; ଦାବି ପୂରଣ ପାଇଁ ମାଟିରେ ଶରୀରକୁ ପୋତିଦେଲେ

ମୁମ୍ବାଇ: ଚାଷୀନେତାଙ୍କ ଅଭିନବ ପ୍ରତିବାଦ। ଜମି ଆଲର୍ଟ ସତ୍ତ୍ୱେ ତାଙ୍କୁ ଜମି ନ ମିଳିବାରୁ ନିଜକୁ ମାଟିରେ ପୋତି ପ୍ରତିବାଦ କଲେ । ଏମିତି ଘଟଣା ଘଟିଛି ମହାରାଷ୍ଟ୍ରର ଜଲନା ଜିଲ୍ଲାରେ । ସରକାରୀ ଯୋଜନାରେ ଚାଷୀଙ୍କୁ ଜମି ଆଲର୍ଟ ହୋଇଥିଲା । କିନ୍ତୁ ତାଙ୍କୁ ମାଲିକାନାସ୍ୱତ୍ୱ ମିଳୁ ନଥିଲା…

ମୁମ୍ବାଇ ବହୁତଳ ପ୍ରାସାଦରେ ଅଗ୍ନିକାଣ୍ଡ, ଜଳିଲା ୬୦ ମହଲା ବିଶିଷ୍ଟ କୋଠା

ମୁମ୍ବାଇ : ଅଭିଘନା ପାର୍କ ବିଲ୍ଡିଂରେ ଲାଗିଲା ନିଆଁ  । ହୁତୁ ହୁତୁ ହୋଇ ଜଳିଲା ବିଲ୍ଡିଂର ୩୫ ମହଲା । ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି  । ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମୁମ୍ବାଇର କରି ରୋଡ ସ୍ଥିତ ୬୦ ମହଲା ବିଶିଷ୍ଟ ବିଶାଳ ପ୍ରାସାଦରେ ନିଆଁ…

ଯୌନ ରାକ୍ଷସର ଉନ୍ମତ୍ତ କାଣ୍ଡ; ଚଳନ୍ତା ଗାଡ଼ିରୁ ଫୋପାଡ଼ିଦେଲା ୧୦ ମାସର ଶିଶୁ

ମୁମ୍ବାଇ : ହଜିଗଲା ମାନବିକତା । ନିଜ ଉଦ୍ଦେଶ୍ୟରେ ଅସଫଳ ହେବାରୁ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦେଲା ୧୦ ମାସର ଛୁଆ । ଏଭଳି ଅମାନୁଷିକ ଘଟଣା ମୁମ୍ବାଇ ଉପକଣ୍ଠ ପାଲକର ଜିଲ୍ଲାର ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ଘଟିଛି । ସୂଚନା ଅନୁଯାୟୀ, ନିଜ ଝିଅ ସହ ଏକ କାର୍‌ରେ ଗୁଜୁରାଟ ଯାଉଥିବା…

ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ

ନୂଆଦିଲ୍ଲୀ : ଡେଲିଭରି ପାଇଁ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଜି ସକାଳ ୭.୩0ରେ ଆଲିଆ ସ୍ୱାମୀ ରଣବୀରଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ଭାଇରାଲ୍ ଭାୟାନୀଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡଲ୍ ଏହି ଖବର ସେୟାର କରାଯାଇଛି | ସେୟାର…

ସାମନ୍ଥାକୁ ନେଇ ଚିନ୍ତାରେ ପୂର୍ବ ସ୍ୱାମୀ ନାଗା ଚୈତନ୍ୟ

ମୁମ୍ବାଇ : ଚର୍ଚ୍ଚାରେ ରହିଆସିଥିବା ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ ବର୍ତ୍ତମାନ ମାୟୋସିଟିସର ରୋଗରେ ପୀଡ଼ିତ ଅଛନ୍ତି। ସାମନ୍ଥାଙ୍କ ସ୍ଵାସ୍ଥ୍ୟ ବିଷୟରେ ଜାଣି ଚିନ୍ତାରେ ପୂର୍ବତନ ସ୍ବାମୀ ନାଗା ଚୈତନ୍ୟ । ଛାଡପତ୍ର ପରେ ସାମନ୍ଥାଙ୍କ ପୂର୍ବତନ ସ୍ଵାମୀ ନାଗା ଏବଂ ତାଙ୍କ ପରିବାର…