Latest Odisha News

BREAKING NEWS

Browsing Tag

Nandankanan

ଆଜି ନନ୍ଦନକାନନରେ ପ୍ରାୟ ୧୬ ହଜାର ଲୋକଙ୍କ ଭିଡ ଜମିଲା

ଭୁବନେଶ୍ୱର: ଆଜି ଛୁଟି ଦିନ ହୋଇଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭିଡ ଦେଖିବାକୁ ମିଳିଥିଲା । ପ୍ରାୟ ୧୬ ହଜାର ୪୭୧ ଜଣ ଯାତ୍ରୀ ନନ୍ଦନକାନନରେ ପହଞ୍ଚିଥିଲେ । ତେବେ କରୋନା ସଂକ୍ରମଣ ଭୟ ଥିବାରୁ ପ୍ରବେଶ ଦ୍ୱାରରେ ସାନିଟାଇଜ କରିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।…

ନନ୍ଦନକାନନରେ ଆଜି ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

ଭୁବନେଶ୍ବର: ଆଜି ନନ୍ଦନକାନନରେ ଏ ବର୍ଷର ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ହୋଇଥିଲେ । ଏବେ ବ଼ଡଦିନ ଛୁଟି ସହ ଶନିବାର ରବିବାର ଛୁଟି ଥିବାରୁ ପ୍ରାୟ ୧୧ ହଜାର ୧୪୨ ଜଣ ପର୍ଯ୍ୟଟକ ଆସିଥିବା ଉପନିର୍ଦେଶକ ବିମଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । କରୋନା ଯୋଗୁଁ ପ୍ରାୟ ନଅ ମାସ ଧରି ବନ୍ଦ ରହିଥିଲା…

ନନ୍ଦନକାନନ ପ୍ରାଣୀଉଦ୍ୟାନ: ସାଥୀହରାଙ୍କ ଲାଗି ଆସିବେ ୬ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଛନ୍ତି ଛଅଟି ନୂଆ ସଦସ୍ୟ । ଯେଉଁଥିର ରିହିଛନ୍ତି ୨ଟି ଜିରାଫ ଓ ୨ଟି ହଳଦିଆ ଆନାକୋଣ୍ଡା । ଅନ୍ୟ ରାଜ୍ୟ ସହ ପ୍ରାଣୀ ଅଦଳ ବଦଳ ଯୋଜନା ଆଧାରରେ ନନ୍ଦନକାନନର କତ୍ତୃପକ୍ଷ ଏହି ପ୍ରାଣୀ ମାନଙ୍କୁ ଆଣୁଥିବା ସୂଚନା ମିଳିଛି । ମିଳିଥିବା ସୂଚନା…

ନନ୍ଦନକାନନରେ ଜନ୍ମ ନେଲା ନୀଳଗିରି ଲାଙ୍ଗୁର ଶାବକ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଅଣ୍ଡିରା ନୀଳଗିରି ଲାଙ୍ଗୁର (ଏସିଆର ଲମ୍ବା ଲାଙ୍ଗୁଳ ବିଶିଷ୍ଟ ମାଙ୍କଡ)ର ମୃତ୍ୟୁ ପରେ ଶନିବାର ଦିନ ଏଠାରେ ଗୋଟିଏ ଛୋଟ ଲାଙ୍ଗୁର ଶାବକ ଜନ୍ମ ହୋଇଛି । ଚିଡିଆଖାନାରେ ଶୁକ୍ରବାର ଦିନ ମୃତ୍ୟୁବରଣ କରିଥିବା ରୋଗଗ୍ରସ୍ତ ନୀଳଗିରି ଲାଙ୍ଗୁରର…

ନନ୍ଦନକାନନରେ ବିରଳ ଲାଙ୍ଗୁର୍ ମୃତ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିକଟ ଅତୀତରେ ବିଲୁପ୍ତ ପ୍ରାୟ ଏକମାତ୍ର ଔରାଙ୍ଗଟାନର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ଦିନ ଏକ ଅଣ୍ଡିରା ନୀଳଗିରି ଲାଙ୍ଗୁର (ଏସିଆର ଲମ୍ବା ଲାଙ୍ଗୁଳ ବିଶିଷ୍ଟ ମାଙ୍କଡ) ସବୁଦିନ ଲାଗି ଆଖି ବୁଜିଛି । କିଛି ଦିନ ପୂର୍ବରୁ ଏହି ୧୭ ବର୍ଷୀୟ…

ବାତ୍ୟା ‘ଫନି’ ବିଭୀଷିକା: ମେ ୧୩ ଯାଏଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ଏକପ୍ରକାର ଉଜୁଡି ଯିବା ପରେ ମଙ୍ଗଳବାର ଦିନଠୁ ପ୍ରାୟ ଏକ ସପ୍ତାହ ଲାଗି ଏହାକୁ ବନ୍ଦ ରଖିବା ଲାଗି ଅଧିକାରୀଙ୍କ ପକ୍ଷରୁ ନିଷ୍ପତ୍ତିି ହୋଇଛି । ଚିଡିଆଖାନାରେ ପାଖାପାଖି ୩ ହଜାର ପ୍ରଜାତିର…

ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ମେ’ ୨ ତାରିଖରୁ ୪ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ମିଳିଥିବା ସୂଚନାନୁଯାୟୀ ଚିଡିଆଖାନାର ପଶୁପକ୍ଷୀ, ଜୀବଜନ୍ତୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ନନ୍ଦନକାନନ…