Latest Odisha News

BREAKING NEWS

Browsing Tag

Nandankanan

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିଲେ ସଫାରି କର୍ମଚାରୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି । ଛତିଶଗଡ଼ରୁ ଆସିଥିବା ୨୭ ଜଣିଆ ଏକ ଦଳକୁ ସଫାରି କର୍ମଚାରୀ ମାଡ଼ ମାରିଥିବା ଥାନାରେ ପ୍ରଥମ ଅଭିଯୋଗ ହୋଇଛି । ସେପଟେ ସଫାରି…

ଆଜିଠୁ ପାଞ୍ଚ ଦିନ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଆଜିଠୁ ବନ୍ଦ ରହିବ ନନ୍ଦନକାନନ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଓମିକ୍ରନର ୯ଟି ମାମଲା ଚିହ୍ନଟ ହୋଇସାରିଛି । ୩ତାରିଖ ଯାଏଁ ୫ଦିନ ବନ୍ଦ ରହିବ ନନ୍ଦନକାନନ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ…

କାଲିଠୁ ୫ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍

ଭୁବନେଶ୍ବର : ଆସନ୍ତାକାଲିଠୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ । ପର୍ଯ୍ୟଟକଙ୍କ ପାଇଁ କାଲିଠୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ୫ ଦିନ ନନ୍ଦନକାନନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନୂଆବର୍ଷରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ଏହାସହ ନୂଆ…

ବଣଭୋଜିକୁ ମିଳିଲା ଅନୁମତି, ନନ୍ଦନକାନନ ଅଫିସିଆଲ ୱେବସାଇଟରେ ବୁକିଂ ସୁବିଧା ଉପଲବ୍ଧ

ଭୁବନେଶ୍ୱର: ପାଖେଇ ଆସୁଛି ନୂଆ ବର୍ଷ । ପିକନିକ୍ କରିବା ପାଇଁ ସମସ୍ତେ ପ୍ରସ୍ତୁତ ମଧ୍ୟ ହେଲେଣି । ବିଭିନ୍ନ ସ୍ଥାନରେ ଏବେଠୁ ଜମିଲାଣି ଭୋଜିର ଆସର । ହେଲେ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । ମାତ୍ର ଏହା ମଧ୍ୟରେ ଡ଼ିସେମ୍ବର ୧ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି…

ନନ୍ଦନକାନନକୁ ଆସିଲେ ୮ ରାଜସ୍ଥାନୀ ଜନ୍ତୁ

ଭୁବନେଶ୍ବର : ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଜନ୍ତୁ । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଛନ୍ତି ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ କୁମ୍ଭୀର, ଦୁଇଟି କଲରା ପତରିଆ ବାଘ ଏବଂ ୨ଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତକାଲି…

ନନ୍ଦନକାନନ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ

ଭୁବନେଶ୍ବର : ନନ୍ଦନକାନନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନାର କର୍ତ୍ତୃପକ୍ଷ । ଆଜି କେନ୍ଦ୍ରୀୟ ଚିଡ଼ିଆଖାନାର ପିସିସିଏଫ ୟୁ ପ୍ରକାଶମ ଯୋଗ ଦେଇ ନନ୍ଦନକାନନ ପ୍ରାଣୀ ଉଦ୍ୟ।ନ ଓ ବଟାନିକାଲ ଗାର୍ଡେନର ବିଭିନ୍ନ ଦିଗ ଉପରେ ସ୍ଥିତି ପରଖିଛନ୍ତି । ପ୍ରାଣୀ ଉଦ୍ୟନରେ ବସବାସ କରୁଥିବା…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଚାଲିଲା ବସ ସଫାରି

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଢ଼ ବର୍ଷ ପରେ ନୂତନ ଟେଣ୍ଡର ପ୍ରକ୍ରିୟାରେ ନନ୍ଦନକାନନରେ ପୁଣି ଚାଲିଲା ବସ ସଫାରି । ଏହାକୁ ଉଦଘାଟନ କରିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀବ କୁମାର । ଏହାସହ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି…

ଆସନ୍ତାକାଲିଠୁ ଖୋଲିବ ନନ୍ଦନକାନନ

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କୋରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାଣୀ ଉଦ୍ୟାନ ଓ ବଟାନିକାଲ୍ ଗାର୍ଡେନ୍ ପରିଦର୍ଶନ କରିବା ସମୟରେ ସମସ୍ତଙ୍କୁ କୋଭିଡ କଟକଣା…

ଆସନ୍ତା ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କଟକଣା ମଧ୍ୟରେ ନନ୍ଦନକାନନ ଖୋଲିବା ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଭାଗୀୟ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି…

ନନ୍ଦନକାନନରେ ମହୁମାଛି ଆକ୍ରମଣରେ ୧୫ ଆହତ

ଭୁବନେଶ୍ୱର: ଆଜି ଅପରାହ୍ନରେ ନନ୍ଦନକାନନରେ ମହୁମାଛି ଆକ୍ରମଣରେ ୧୫ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଗରିଲା ଯନ୍ତା ପାଖରେ ଥିବା ଏକ ଗଛରେ ମହୁଫେଣା କୌଣସି କାରଣରୁ ଭାଙ୍ଗି ଯିବାରୁ ହଠାତ୍ ମହୁମାଛିମାନେ ମାଡି ଆସିଥିଲେ । ପାଖରେ ଥିବା ପର୍ଯ୍ୟଟକ…