ପିପିଲି ପାଇଁ ବିଜେପି ପରେ ବିଜେଡିର ପ୍ରାର୍ଥୀ ଘୋଷଣା:ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପିପିଲି:ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ମହାରଥୀଙ୍କ ପୁଅଙ୍କ ନାଁରେ ମୋହର ମାରିଛନ୍ତି ନବୀନ ।
ଏପ୍ରିଲ ୧୭ରେ…