Latest Odisha News

BREAKING NEWS

Browsing Tag

Naveen Patnaik

ଦେଖନ୍ତୁ ଏହି ଭିଡ଼ିଓ: ପ୍ରତିଦିନ ବ୍ୟାୟାମ ଦ୍ୱାରା ନବୀନ କିପରି ନିଜକୁ ରଖିଛନ୍ତି ଫିଟ୍…

ଭୁବନେଶ୍ୱର: ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳେ ବ୍ୟାୟାମ କରୁଥିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଯାଇଛି । ନବୀନ କିପରି ଭାବେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଏହି ଭିଡ଼ିଓଟି ଦେଖିଲେ ଆପଣ ଜାଣିପାରିବେ । ନବୀନଙ୍କୁ ଏବେ ୭୨ ବର୍ଷ ବୟସ । ଏହି ପରିଣତ ବୟସରେ ସେ କିପରି ନିଜକୁ ସବୁଦିନ…

ବିଜେପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର : ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାୟ ଦ୍ୱିପ୍ରହର ସମୟରେ ଏକ ବିମାନ ଯୋଗେ ପଦ୍ମପୁରର ସତିଭାତରେ…

ନବୀନ ହିଞ୍ଜିଳି ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ

ଭୁବନେଶ୍ୱର/ଛତ୍ରପୁର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଞ୍ଜିଳି ବିଧାନସଭା ଆସନ ଲାଗି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୮ଟା ୩୦ ମିନିଟ୍…

ମତଦାନ ସଂଖ୍ୟା ବୃଦ୍ଧି ନିମନ୍ତେ ଟ୍ୱିଟ୍ କରି ନବୀନଙ୍କୁ ଅନୁରୋଧ କଲେ ମୋଦୀ

ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନରେ ମତଦାତା ମାନଙ୍କୁ ଭୋଟ ଦେବା ଲାଗି ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । https://twitter.com/narendramodi/status/1105687535546716160…