Latest Odisha News
Browsing Tag

navjot singh sidhu

ସିଦ୍ଧୁ ଜେଲରେ କରିବେ କିରାଣୀ କାମ, ୩ ମାସ ମାଗଣାରେ ଖଟିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟର, କମେଣ୍ଟେଟର, ସାଂସଦ ପରେ ଏବେ ଜେଲରେ କ୍ଲର୍କ କାମ କରିବେ ବରିଷ୍ଠ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁ । ୧୯୮୮ ରୋଡରେଜ୍ ମାମଲାରେ ସେ ବର୍ଷେ ଜେଲରେ ରହିବେ । ପଟିଆଲା ଜେଲରେ ରହୁଛନ୍ତି ସିଦ୍ଧୁ । ସେଠାରେ ତାଙ୍କୁ କ୍ଲର୍କ କାମ ଦିଆଯାଇଛି । ସିଦ୍ଧୁଙ୍କ…

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ଏଆଇସିସି ସଭାପତି ସୋନିଆ ଗାନ୍ଧିଙ୍କ ପାଖକୁ ହାତଲେଖା ଇସ୍ତଫାପତ୍ର ପଠାଇଛନ୍ତି ସିଦ୍ଧୁ । ଧାଡ଼ିକିଆ ଇସ୍ତଫାପତ୍ର ପଠାଇଛନ୍ତି । ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେସବୁ ରାଜ୍ୟର…

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ପରେ ସିଦ୍ଧୁଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ପଞ୍ଜାବରେ ସରୁନି ରାଜନୈତିକ ହାଇଡ୍ରାମା । ଗତକାଲି ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଆଜି ପ୍ରଥମ ଥର ବୟାନ ରଖିଛନ୍ତି ନଭଜୋତ୍ ସିଂହ ସିଦ୍ଧୁ । ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି, ହକ୍ ଓ ସତ ପାଇଁ ଶେଷ ନିଃଶ୍ୱାସ ଯାଏ ଲଢ଼େଇ ଜାରି ରଖିବେ । ନିଜ…

୮.୬୭ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍‌ ଦେଇନାହାନ୍ତି ସିଦ୍ଧୁ

ନୂଆଦିଲ୍ଲୀ: ଗତକାଲି ପଞ୍ଜାବ‌ ତୀବ୍ର ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହୋଇଥିଲା। ଏ ନେଇ ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଦିନ ବିଦ୍ୟୁତ ସଙ୍କଟର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ନବଜୋତ ସିଂ ସିଦ୍ଧୁ ନିଜେ ଆଠ ମାସର ବିଦ୍ୟୁତ ବିଲ୍‌ ପୈଠ କରିନଥିବା…