Latest Odisha News

BREAKING NEWS

Browsing Tag

Navratri Puja

ଖଡ଼ିଆଳରେ ନିଆରା ନବରାତ୍ରୀ ଦୁର୍ଗାପୂଜା ଓ ଯୋଡ଼ି ଛତର ଯାତ୍ରା ପାଇଁ ଜମୁଛି ଭିଡ଼

ନୂଆପଡ଼ା: ନବରାତ୍ରୀ ଆରମ୍ଭ ସହ ନୂଆପଡ଼ା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ବିଭିନ୍ନ ମଣ୍ଡପକୁ ଚାନ୍ଦି ମେଢ଼ ସହ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜା ଯାଇଛି । ରାଜ ପଣ୍ଡିତଙ୍କ ଶ୍ଲୋକ ସହ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଖଡିଆଳରେ…

ନବରାତ୍ରର ପଞ୍ଚମ ଦିନ; ସ୍କନ୍ଦମାତା ଭାବେ ପୂଜା ପାଉଛନ୍ତି ଶକ୍ତି ସ୍ବରୂପିଣୀ ମା’

ଭୁବନେଶ୍ୱର: ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ…

ନବରାତ୍ରୀର ଚତୁର୍ଥ ଦିନ; କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ଜଗତଜନିନୀ ମା’ ଦୁର୍ଗା 

ଭୁବନେଶ୍ୱର: ନଅଦିନ ବ୍ୟାପି ହେଉଥିବା ଏହି ନବରାତ୍ର ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର…

ମା’ ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ପାର୍ବଣ। ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା। ମା' ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ। କଥାରେ ଅଛି ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା’ ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ…

ଆଜିଠୁ ନବରାତ୍ର, ଶକ୍ତିପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା । ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ୟ୍ୟନ୍ତ ୯ଦିନ ଧରି ଚାଲିବ । ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ କୁହାଯାଏ ନବରାତ୍ରି । ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା…