Latest Odisha News

BREAKING NEWS

Browsing Tag

Naxal Killed in Encounter

ବଲାଙ୍ଗିରରେ ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଗଡ଼ିଲା ନକ୍ସଲ ମୁଣ୍ଡ । ବଲାଙ୍ଗିର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ଗତକାଲି ରାତିରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲା । ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନିବାହାଲରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାବାହିନୀ ଗୁଳିରେ ଜଣେ…

ପୋଲିସ ଗୁଳିଲେ ଟଳିଲା ଦୁର୍ଦ୍ଦାନ୍ତ ମାଓବାଦୀ, ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜବତ

ଦାନ୍ତେଓ୍ୱାଡ଼ା: ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ । ମୃତ ନକ୍ସଲର ନାଁ କୋଷା । ୧୫ ବର୍ଷ ହେବ ସେ ନକ୍ସଲ ସଂଗଠନ ପାଇଁ…

ମାଲକାନଗିରି ମାଡକାପଦର ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀ ଗୁଳିରେ ଜଣେ ନକ୍ସଲ ନିହତ

ମାଲକାନଗିରି: ମାଡ଼କାପଦର ଅଞ୍ଚଳରେ ଏନକାଉଣ୍ଟରେ । ଏସଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ମୁଦୁଲିପଡ଼ା ଥାନା ମାଡ଼କାପଦର ପଞ୍ଚାୟତ ନୁନ୍‌ଖାରିରେ ହୋଇଛି ଏହି ଗୁଳି ବିନମୟ । ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି…