Latest Odisha News
Browsing Tag

nayanthra

ବହୁତ ହୋଇଗଲା ପ୍ରେମ, ଏଥର ବିବାହ କରିବେ ନୟନ୍ଥରା

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଚେହେରା ନୟନ୍ଥରା । ଦିନେ ସେ ସାଜିଥିଲେ ଡିରେକ୍ଟର୍‌, ଆକ୍ଟର୍ ତଥା କୋରିଓଗ୍ରାଫର୍ ପ୍ରଭୁଦେବାଙ୍କ ପ୍ରେମିକା । ହେଲେ ସେ ଆଉ କାହାରି ପ୍ରେମିକା ହୋଇ ରହିବାକୁ ଚାହୁଁନାହାନ୍ତି । ଶେଷରେ ସେ ନେଇଛନ୍ତି ବିବାହ କରିବାକୁ ନିଷ୍ପତ୍ତି ।…