Latest Odisha News

BREAKING NEWS

Browsing Tag

NEET

ନିଟ୍ ୨୦୨୩ ରେଜଲ୍ଟ, ଟପ୍ ୩ ରାଙ୍କରେ ସାଇ ଇଣ୍ଟରନ୍ୟାସନାଲ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ନ୍ୟାସନାଲ୍ ଏଲିଜିବିଲିଟି କମ୍ ଇଣ୍ଟ୍ରାନ୍ସ ଟେଷ୍ଟ (NEET) ୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ଛାତ୍ରଛାତ୍ରୀ ରାଜ୍ୟ ଟପ୍ପର ହୋଇଛନ୍ତି । ସାଇ ଇଣ୍ଟରନ୍ୟାସନାଲର ସ୍କୁଲର ସ୍ୱୟଂ ଶକ୍ତି ତ୍ରିପାଠୀ ରାଜ୍ୟ ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ସ୍ୱୟଂଙ୍କ ରାଙ୍କ ହେଉଛି ୮ ।…

ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ, ଟପ୍ ୫୦ ତାଲିକାରେ ଓଡ଼ିଶାର ୨ ଜଣ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ନିଟ୍ ୟୁଜି ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରାୟ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ୍ କୋର୍ସରେ ନାମ ଲେଖାଇବା ପାଇଁ ନିଟ୍ ୟୁଜି ଏଣ୍ଟ୍ରାନ୍ସ ଦେଇଥିଲେ । ନିଟ୍ ୟୁଜି ରେଜଲ୍ଟ https://neet.nta.nic.in/,…

ଓଡ଼ିଶାରେ ନର୍ସିଂ ପାଠ ପଢ଼ିବାକୁ ହେଲେ ଏଣିକି ଦେବାକୁ ହେବ ନିଟ୍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଡାକ୍ତରୀ ଶିକ୍ଷା ଭଳି ଏବେ ନର୍ସିଂ ପାଠ ପଢିବା ପାଇଁ ଦେବାକୁ ପଡ଼ିବ ଜାତୀୟ ସ୍ତରରେ ହେଉଥିବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) । ଓଡ଼ିଶାରେ ମଧ୍ୟ ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଦେବାକୁ ହେବ ନିଟ୍ ପରୀକ୍ଷା।…

ପ୍ରକାଶ ପାଇବ ନିଟ୍ ପରାକ୍ଷା ଫଳ

ଭୁବନେଶ୍ୱର:  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି  (NTA) ପରିଚାଳିତ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ (NEET-UG) -୨୦୨୨ ଫଳ ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି। ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍‌ଟିଏ ପକ୍ଷରୁ ଉତ୍ତର ସିଟ୍‌ ଛାଡ଼ି…

ସିୟୁଇଟି ପରୀକ୍ଷା ବ୍ୟବସ୍ଥା ଉଚ୍ଛେଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ

ଚେନ୍ନାଇ: ତାମିଲାନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସିୟୁଇଟି(କମନ ୟୁନିଭରସିଟି ଏଣ୍ଟ୍ରାସ ଏକଜାମ)କୁ ଉଚ୍ଛେଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଷ୍ଟାଲିନ ଚିଠିରେ କାରଣ ଦର୍ଶାଇଛନ୍ତି ଯେ, ଏହି ପରୀକ୍ଷା ପିଲାଙ୍କ ଉପରେ ବୋଝ ଲଦୁଛି । ଏବଂ ଜାତୀୟ…

ଆଜି ପ୍ରକାଶ ପାଇବ NEET ପରୀକ୍ଷାଫଳ, ଏମିତି ଜାଣିବେ ରେଜଲ୍ଟ

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ବାହାରିବା ପ୍ରବେଶିକା ପରୀକ୍ଷାଫଳ । ଛାତ୍ରଛାତ୍ରୀ ntaneet.nic.in କିମ୍ୱା mcc.nic.in ଓ୍ୱେବସାଇଟରୁ ନିଜ ରେଜଲ୍ଟ ଜାଣିପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବ ।…

NEET ଓ JEE ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: NEET ଓ JEE ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । NEET ଓ JEE ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି…

ବର୍ଷକୁ ୨ ଥର ହେବ ନିଟ୍ ପରୀକ୍ଷା !

ନୂଆଦିଲ୍ଲୀ: ମେଡିକାଲ କଲେଜରେ ପ୍ରବେଶ ପାଇଁ ଦେଶରେ ନ୍ୟାସନାଲ୍ ଏଲିଜିବିଲିଟି ଟେଷ୍ଟ(ନିଟ୍) ୨୦୨୧ ମସିହାରୁ ବର୍ଷକୁ ୨ ଥର ଆୟୋଜିତ କରାଯିବ। ଇଣ୍ଡିଆନ୍ ଏକ୍ସପ୍ରେସ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରବେଶିକା ପରୀକ୍ଷା ଲାଗି ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ଇଚ୍ଛୁକ ଥିବାରୁ କେନ୍ଦ୍ରୀୟ…

‘ଏମବିବିଏସ୍’ ଓ ‘ବିଡିଏସ’ ଲାଗି ଆରମ୍ଭ ହେଲା ନମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ନିଟ (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ଦ୍ୱାରା ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ 'ଏମବିବିଏସ୍' ଓ 'ବିଡିଏସ' ଲାଗି ପ୍ରଥମ ପର୍ଯ୍ୟାୟରେ ନାମ ଲେଖା ଆରମ୍ଭ ହୋଇଛି । ଏନଇଟି (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ପାଇଁ ଜୁଲାଇ ୧୦ ଯାଏଁ…

ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ, ଜାଣନ୍ତୁ ଓଡିଶାରୁ କିଏ ହେଲେ ଟପ୍ପର..

ଭୁବନେଶ୍ୱର : ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ସ୍ନାତକ)-୨୦୧୯ର ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡିଶାରୁ ୫୯.୪୪ ପ୍ରତିଶତ ହାରରେ ୧୯୨୪୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଓଡିଶାର ସଙ୍ଗୀତା ଅଗ୍ରୱାଲ ଶ୍ରେଷ୍ଠ-୨୦ ମହିଳା…