Latest Odisha News
Browsing Tag

NETFLIX

ଏବେ ଗୋଟିଏ କ୍ଲିକରେ ଡାଉନଲୋଡ ହେବ ନେଟଫ୍ଲିକ୍ସର ପୂରା ସିଜିନ

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ବ୍ୟବହାରକାରୀଙ୍କ ପାଇଁ ଏକ ସାନଦାର ଅପଡେଟ୍ ଆସିଛି । ଏବେ ପୂରା ସିଜନ କେବଳ ଗୋଟିଏ ଟ୍ୟାପରେ ଡାଉନଲୋଡ୍ କରାଯାଇପାରିବ । ପୂର୍ବରୁ ଏହି ଫିଚର କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିଲା, କିନ୍ତୁ ବର୍ତ୍ତମାନ ଆଇଓଏସ୍ ୟୁଜରମାନେ ମଧ୍ୟ ଏହାର ଲାଭ ପାଇବେ…

ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ ହ୍ରିତିକ ରୋଶନଙ୍କ ପରିବାରର କାହାଣୀ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ସମେତ ପୂରା ରୋଶନ ପରିବାରର କାହାଣୀକୁ ବର୍ତ୍ତମାନ ଫ୍ୟାନ୍ସ ମାନେ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ। ରୋଶନ ପରିବାର ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ୍ ଡିସେମ୍ବର ୪ରୁ ନେଟଫ୍ଲିକ୍ସରେ ଦେଖିପାରିବେ। ରୋଶନ ପରିବାର ହେଉଛି ଏଭଳି ଏକ ଚଳଚ୍ଚିତ୍ର…

ନାଗା ଓ ଶୋଭିତାଙ୍କ ୱେଡିଂ ରାଇଟ୍ସ ୫୦ କୋଟିରେ ବିକ୍ରୀ

ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହ ରାଇଟ୍ସ ଓଟିଟି ପ୍ଲାଟଫର୍ମ କିଣିଥିବା ନେଇ ଖବର ଆସୁଛି। ଟ୍ରେଡ୍ ଆନାଲିଷ୍ଟ ମନୋବାଲା ବିଜୟନ 'ଏକ୍ସ'ରେ…

ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଭାସୁ ଭଗନାନୀ ଏବଂ OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ମଧ୍ୟରେ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ଭାସୁ ଭଗନାନୀ ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି। ସେପଟେ ନେଟଫ୍ଲିକ୍ସ ମଧ୍ୟ ଭାସୁଙ୍କ ବିରୋଧରେ ପାଲଟା ଅଭିଯୋଗ…

ୟୁଏସ୍‌ ନେଟ୍‌ଫ୍ଲିକ୍ସର ଶ୍ରେଷ୍ଠ ୧୦ରେ ଚୋପ୍ରା ସିଷ୍ଟରସ୍‌

ନୂଆଦିଲ୍ଲୀ: ଚର୍ଚ୍ଚାରେ ଚୋପ୍ରା ସିଷ୍ଟର୍‌ସ୍।‌ ଆମେରିକା ନେଟଫ୍ଲିକ୍ସରେ ମଧ୍ୟ ରାଜ୍‌ କରୁଛି ପ୍ରିୟଙ୍କା ଏବଂ ପରିନୀତି ଚୋପ୍ରାଙ୍କ ଫିଲ୍ମ। ନିକଟରେ ରିଲିଜ ହୋଇଥିବା ପ୍ରିୟଙ୍କା ଚୋପ୍ରାଙ୍କ ଚଳଚ୍ଚିତ୍ର 'ୱି କ୍ୟାନ୍‌ ବି ହିରୋ' ବର୍ତ୍ତମାନ ୬ ନମ୍ବର ସ୍ଥାନରେ ଥିବାବେଳେ ପରିନୀତି…

ୱେବ୍ ସିରିଜ୍ ଓ କପିଲଙ୍କୁ ନେଇ ନୂଆ ଖବର

ମୁମ୍ବାଇ: ବେଶ କିଛିଦିନ ଧରି ଜୋର ଧରିଥିଲା ଚର୍ଚ୍ଚା । ୱେବ୍ ସିରିଜରେ ଡେବ୍ୟୁ କରିବେ କମେଡି କିଙ୍ଗ କପିଲ ଶର୍ମା । ଏ ନେଇ ସୋସିଆଲ ମିଡିଆ ଓ ଟିଭିରେ ଅନେକ କଳ୍ପନାଜଳ୍ପନା ବି ସାମ୍ନାକୁ ଆସିଥିଲା । ତେବେ ନିକଟରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବା ନେଇ ଖୋଦ କପିଲ ଘୋଷଣା କରିଛନ୍ତି ।…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ନେଟଫ୍ଲିକ୍ସ’; ଦୁଇ ଦିନ ପାଇଁ ‘ନେଟଫ୍ଲିକ୍ସ’…

ନୂଆଦିଲ୍ଲୀ: ଅନଲାଇନ୍ ଷ୍ଟ୍ରିମିଂ ଆପ୍ ନେଟଫ୍ଲିକ୍ସ ଲୋକମାନଙ୍କୁ ଏହାର ପ୍ଲାଟଫର୍ମରେ ଉପଲବ୍ଧ ବିଷୟବସ୍ତୁକୁ ଏହି ସପ୍ତାହ ଶେଷରେ ଅର୍ଥାତ୍‌ (୫-୬ ଡିସେମ୍ବର) ମାଗଣାରେ ଦେଖିବାର ସୁଯୋଗ ଦେଇଛି, ଯାହାକୁ କମ୍ପାନୀ ନେଟଫ୍ଲିକ୍ସ ଷ୍ଟ୍ରିମ୍‌ଫେଷ୍ଟର ନାମ ଦେଇଛି। ଡିସେମ୍ବର ୫ ଏବଂ ୬ରେ,…

ଆସିଲା ରାଜକୁମାର ଓ ପ୍ରିୟଙ୍କାଙ୍କ ‘ଦ ହ୍ୱାଇଟ ଟାଇଗର’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆସିଲା ‘ଦ ହ୍ୱାଇଟ ଟାଇଗର’ର ଟ୍ରେଲର । ଟ୍ରେଲରରେ ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓ । ଟ୍ରେଲରଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୀର୍ଘ ଦିନର ବିରତି ପରେ ଏହି ଫିଲ୍ମ ଜରିଆରେ ପୁଣି…

ନେଟଫ୍ଲିକ୍ସର ଭାଗ୍ୟ ଉଜ୍ଜ୍ୱଳ କଲା କରୋନା; ବର୍ଷର ପ୍ରଥମ ତିନି ମାସରେ ୧.୫ କୋଟିରୁ ଅଧିକ ନୂତନ ଗ୍ରାହକ !

ନୂଆଦିଲ୍ଲୀ: ଗୋଟିଏ ପଟେ ସମଗ୍ର ବିଶ୍ୱ ବିମୁଦ୍ରାକରଣ ଆଡକୁ ଗତି କରୁଥିବା ବେଳେ ଅନ୍ୟ ପଟେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ବିପୁଳ ଲାଭ ପାଇଛି। ନେଟଫ୍ଲିକ୍ସ ସମେତ ଅନ୍ୟ ପ୍ଲାଟଫର୍ମଗୁଡିକ ପ୍ରେକ୍ଷାଳୟ ଏବଂ ଟିଭି ଇଣ୍ଡଷ୍ଟ୍ରିର ଅସହାୟ ପରିସ୍ଥିତିରୁ ଉପକୃତ ହେଉଛନ୍ତି | …