Latest Odisha News

BREAKING NEWS

Browsing Tag

Night curfew

ପୁନେରେ ଆସନ୍ତାକାଲିଠୁ ନାଇଟ୍ କର୍ଫ୍ୟୁ

ପୁନେ: ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନେ ସହରରେ ରାତ୍ରିକର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତାକାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ । କିନ୍ତୁ ଜରୁରୀକାଳୀନ ସେବା ଏଥିରୁ ବାଦ ପଡିବ । ସେପଟେ ଆସନ୍ତା ୨୮ତାରିଖ ଯାଏଁ ପୁନେର ସବୁ ସ୍କୁଲ ଓ…

୪ ସହରରେ ୧୫ ଫେବ୍ରୁୟାରୀ ଯାଏ ନାଇଟ୍ କର୍ଫ୍ୟୁ

ଅହମ୍ମଦାବାଦ : ୪ ସହରରେ ୧୫ଫେବ୍ରୁୟାରୀ ଯାଏ ଜାରି ରହିବ ନାଇଟ୍‌ କର୍ଫ୍ୟୁ । ଗୁଜରାଟ ସରକାର ଅହମ୍ମଦାବାଦ, ସୁରତ, ଭଦୋଦରା ଓ ରାଜକୋଟରେ କରୋନା ଭାଇରସର ପ୍ରସାର ରୋକିବା ପାଇଁ ଲାଗୁ ରାତ୍ରିକାଳୀନ କର୍ଫ୍ୟୁକୁ ୧୫ ଫେବ୍ରୁୟାରୀ ଯାଏ ବଢ଼ାଇ ଦେଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,…

ଆଜିଠାରୁ ଜାନୁୟାରୀ ୨ ପର୍ଯ୍ୟନ୍ତ କର୍ଣ୍ଣାଟକରେ ରାତ୍ରି କର୍ଫ୍ୟୁ ଘୋଷଣା କଲେ ରାଜ୍ୟ ସରକାର

ବେଙ୍ଗାଲୁରୁ: ନୂତନ ପ୍ରକାରର କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଭାରତ ସମ୍ପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି। କର୍ଣ୍ଣାଟକ ସରକାର ମଧ୍ୟ ଏ ବିଷୟରେ ସଚେତନ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ରାଜ୍ୟରେ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ…

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ରାତି ୯ଟାରୁ ସକାଳ ୬ଟା କଟକଣା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସହରକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଶୁକ୍ରବାରଠାରୁ ଲାଗୁ ହେବାକୁ ଥିବା ଏହି କଟକଣା…

ରାଜ୍ୟରେ ରାତି ୯ଟାରୁ ଭୋର ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ

ଭୁବନେଶ୍ୱର: କୋହଳ ହେଲା ରାତ୍ରୀକାଳିନ କର୍ଫ୍ୟୁ ସମୟ । ଏଣିକି ଆଉ ସନ୍ଧ୍ୟା ୭ଟାରୁ ୫ଟା ନୁହେଁ ରାତି ୯ରୁ ଭୋର ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ…

ରାଜ୍ୟରେ ରାତି ୭ରୁ ସକାଳ ୭ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରିନାହାଁନ୍ତି ରାଜ୍ୟ ସରକାର । ଅର୍ଥାତ୍ ପୂର୍ବଭଳି ସାରା ରାଜ୍ୟରେ ରାତି ୭ରୁ ସକାଳ ୭ ଯାଏ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଜରୁରୀ ସେବାକୁ ବାଦ ଦେଲେ ସମସ୍ତ ପ୍ରକାରର ସେବାକୁ ବନ୍ଦ ରଖାଯିବ । ୩୦ ଜୁନ୍…