Latest Odisha News

BREAKING NEWS

Browsing Tag

nirav modi

ହଂକଂରେ ନୀରବ ମୋଦିଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ନିଜେ ବିଛାଇଥିବା ଅପରାଧ ଜାଲରେ ଫସିଫସି ଯାଉଛନ୍ତି ନୀରବ ମୋଦି । ଶୁକ୍ରବାର ହଂଗକଂଗରୁ ନୀରବଙ୍କ ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏନେଇ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ନୀରବ ଏବେ ଲଣ୍ଡନ ଜେଲରେ ବନ୍ଦୀ…

ଚୋକସି, ମାଲ୍ୟା ଓ ମୋଦୀ ଠକେଇ ମାମଲା: ବ୍ୟାଙ୍କ ଫେରସ୍ତ ପାଇଛନ୍ତି ୯ ହଜାର କୋଟି

-ମୋଟ୍ ୧୮ହଜାର କୋଟିର ସମ୍ପତ୍ତି ଜବତ କରିଛି ଇଡି ନୂଆଦିଲ୍ଲୀ: ନିରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋକସିଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଟ ୧୮,୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଠକେଇର ଶିକାର ହୋଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କୁ ୯୩୭୧.୧୭…

ଭାରତ ଫେରିବ ପଳାତକ ନୀରବ ମୋଦି !

ନୂଆଦିଲ୍ଲୀ : ଭାରତ ଫେରିବ ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି । ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ମଞ୍ଜୁରୀ ଦେଇଛନ୍ତି ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ । ଭାରତରେ ଋଣ ଜାଲିଆତି କରିଥିବା ନୀରବ ମୋଦି ଏବେ ବ୍ରିଟେନରେ ଅଛନ୍ତି ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କଂଗ୍ରେସକୁ ଟଙ୍କା ଦେଇଥିଲେ କି ନୀରବ ମୋଦି ?

ଭୁବନେଶ୍ୱର: ପଳାତକ ହୀରା ବ୍ୟବସ।।ୟୀ ନୀରବ ମୋଦି ବିଷୟରେ ସମସ୍ତେ ଜାଣନ୍ତି । ହେଲେ କଂଗ୍ରେସକୁ ଅନୁଦାନ ସ୍ୱରୂପ ଟଙ୍କା ଦେବା ନେଇ ନୀରବ ମୋଦିର ନାଁ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଦାବି ତ ଅନେକ ହୋଇଛି । ହେଲେ ସେହି ଦାବି କେତେ ସତ, ଆସନ୍ତୁ ତର୍ଜମା କରିବା ।

ବିଜୟ ମାଲ୍ୟାଙ୍କ ପରେ ପଳାତକ ଘୋଷିତ ହେଲେ ନୀରବ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଏକ ଯାଚିକା ଦାଖଲ ପରେ ମୁମ୍ବାଇର ଏକ କୋର୍ଟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପଳାତକ ଘୋଷଣା କରିଛନ୍ତି । ଅର୍ଥନୈତିକ ଅପରାଧ ପାଇଁ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟାଙ୍କ ପରେ ୨ୟ ସ୍ଥାନ ପାଇଛନ୍ତି ନୀରବ ମୋଦି । ଗତ ଅଗଷ୍ଟ…

ଲଣ୍ଡନ କୋର୍ଟରେ ନୀରବ ମୋଦୀଙ୍କୁ ମିଳିଲାନି ଜାମିନ୍

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କ ଜାମିନ୍ ଆବେଦନକୁ ପୁଣିଥରେ ଖାରଜ କରିଛନ୍ତି ଲଣ୍ଡନ କୋର୍ଟ। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ଇନଗ୍ରିଡ ସିମଲର କହିଛନ୍ତି, ନୀରବଙ୍କୁ ଜାମିନ ମିଳିବା ପରେ ଆବଶ୍ୟକସ୍ଥଳେ ସେ…

ଲଣ୍ଡନରେ ଗିରଫ ହେଲେ ନୀରବ ମୋଦି

ନୂଆଦିଲ୍ଲୀ : ଭାରତରେ ୧୩,୫୦୦ କୋଟି ଟଙ୍କା ଠକେଇ କରି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିକୁ ଲଣ୍ଡନରେ ଗିରଫ କରାଯାଇଛି। ଏଥିସହିତ ଖୁବଶୀଘ୍ର ତାଙ୍କୁ ଅଦାଲତରେ ହାଜର କରାଯିବା ନେଇ ଏନଡିଟିଭି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ପ୍ରବର୍ତ୍ତନ…