Latest Odisha News

BREAKING NEWS

Browsing Tag

North Korea

ଶାସକ ଶ୍ରମିକ ଦଳର ମହାସଚିବ ହେଲେ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌; ଉତ୍ତରକୋରିଆ

ନୂଆଦିଲ୍ଲୀ: ଅଷ୍ଟମ କଂଗ୍ରେସ ଶାସକ ୱାର୍କର୍ସ ପାର୍ଟିର ମୁଖ୍ୟ ଶାସନ ସଚିବ ଭାବେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କୁ ମନୋନୀତ କରିଛନ୍ତି। ସୋମବାର, ପ୍ୟୋଙ୍ଗୟାଙ୍ଗର ସରକାରୀ କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ରବିବାର ଦିନ ରାଜଧାନୀରେ କଂଗ୍ରେସର ଷଷ୍ଠ…

ନବବର୍ଷର ଶୁଭେଚ୍ଛା ସହ ବିଶ୍ୱାସ ଏବଂ ସମର୍ଥନ ପାଇଁ ଦେଶବାସୀଙ୍କୁ ‘ଧନ୍ୟବାଦ’ ଦେଲେ ରାଷ୍ଟ୍ରପତି କିମ୍‌

ନୂଅ‌ାଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ନୂତନ ବର୍ଷରେ ଦେଶବାସୀଙ୍କୁ ଏକ ଚିଠି ଲେଖିବାକୁ ଇଚ୍ଛାପ୍ରକାଶ କରିଥିଲେ ଏବଂ ବିଶ୍ୱାସ ଏବଂ ସମର୍ଥନ ପାଇଁ 'ଧନ୍ୟବାଦ' ମଧ୍ୟ କହିଥିଲେ। ଏହି ଅବସରରେ ସେ ତାଙ୍କ ପିତା ଏବଂ ଜେଜେବାପାଙ୍କ ସମାଧି ପରିଦର୍ଶନ କରିଥିଲେ। ଜନସାଧାରଣଙ୍କୁ…

କରୋନାକୁ ନେଇ କିମ୍‌ ସରକାରଙ୍କ ଅଜବ ଆଦେଶ; ନିୟମ ଉଲ୍ଲଂଘନ କଲେ ଗୁଳି ଚଳାଅ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନ କରୋନା ସଂକ୍ରମଣକୁ ନେଇ ଅଜବ ନିଷ୍ପତ୍ତି ନେଉଛନ୍ତି। ରିପୋର୍ଟ ଅନୁଯାୟୀ, ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ସମୁଦ୍ରରେ ମାଛ ଧରିବା ଏବଂ ନିମୟ ଉଲ୍ଲଂଘନ କଲେ ଗୁଳି ଚଳାଇବାକୁ କିମ ଜୋଙ୍ଗ…

ଭାଷଣ ଦେଲାବେଳେ କାହିଁକି କାନ୍ଦି ପକାଇଲେ କିମ୍ ଜଙ୍ଗ୍ ଉନ୍

ପୋଙ୍ଗୟାଙ୍ଗ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍ ଉନ୍‌ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଶାସକ ଦଳର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ  ଏକ ବିଶାଳ ସାମରିକ ସମାବେଶକୁ ଉଦ୍‌ବୋଧନ ଦେଇ କିମ୍‌ ନିଜ ସରକାରଙ୍କ ବିଫଳତା ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା…

ବୁଲେଟ୍ ପ୍ରୁଫ, ଧିମା ଓ ଦାମୀ ମଦ; କିମ୍ ଜୋଙ୍ଗ୍ ଉନ୍‌ଙ୍କ ରହସ୍ୟମୟ ବିଳାସପୂର୍ଣ୍ଣ ଟ୍ରେନ୍ !

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ୱନ୍‌ସାନ୍‌ରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଟ୍ରେନ୍ ଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲା । କିମ୍‌ଙ୍କ ଉଭାନ ହେବା ଘଟଣା ଯେତିକି ରହସ୍ୟମୟ, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ତାଙ୍କ ବିଳାସମୟ ଟ୍ରେନର ପ୍ରଚ୍ଛଦପଟ୍ଟ କାହାଣୀ ।…

ମିଳିଲା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସମ୍ଭାବ୍ୟ ଠିକଣା !

ଭୁବନେଶ୍ୱର‌: ଏବେ ବି ଉତ୍ତର କୋରିଆ କିମ ଜୋଙ୍ଗ ଉନ୍‌ଙ୍କ ନାଁରେ ବିଦେଶୀ ନେତା ଓ ଘରୋଇ କର୍ମଚାରୀଙ୍କୁ ଚିଠି ତଥା ଉପହାର ପଠାଉଛି । ସାରା ଦେଶରେ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହସ୍ୟ ଘନେଇବାରେ ଲାଗିଛି । ହେଲେ ମୁହଁ ବନ୍ଦ ରଖିଛି ଉତ୍ତର କୋରିଆ । ସତରେ କ'ଣ କୋମା କିମ୍ବା…

କେତେ ସତ କେତେ ମିଛ; ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି କିମ୍ ଜଙ୍ଗଙ୍କ ମୃତଦେହର ଫଟୋ !

ସିଓଲ୍‌: ସତରେ କ’ଣ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ମୃତ? ନା ତାଙ୍କର ଫଟୋକୁ ବିକୃତ କରାଯାଇଥିବା ଛବିର ଫଟୋ ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି ? ସବୁ କିଛି ଏବେ ରହସ୍ୟ ଘେରରେ । ଏଯାଏଁ ଏହି ଫଟୋର ମଧ୍ୟ ସତ୍ୟାସତ୍ୟ ଉନ୍ମୋଚିତ ହୋଇପାରୁନାହିଁ । ତିନିଦିନ ପୂର୍ବରୁ…

କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ନୁହେଁ: ଦକ୍ଷିଣ କୋରିଆ

ସିଓଲ୍‌: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ବଢିବାରେ ଲାଗିଛି । ନିଜ ଜେଜେବାପାଙ୍କ ଜନ୍ମ ଦିନ ପାଳନ ଉତ୍ସବରେ ଅନୁପସ୍ଥିତ ରହିଥିବା ଯୋଗୁଁ କିମ୍ ଜଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସନ୍ଦେହ ଉପୁଜିଥିଲା । ପରେ ଜଣା ପଡ଼ିଥିଲା ଯେ…