ପ୍ରକୃତି ଓ ସଂସ୍କୃତି ଯେଉଁଠି ହୋଇଛନ୍ତି ଏକାକାର: ବରଗଡ଼ର ନୃସିଂହ ନାଥ ପୀଠ
ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ କଳା ସଂସ୍କୃତିରେ ଭରା ଉତ୍କଳର କୋଣ ଅନୁକୋଣ । ସତେ ଯେପରି ଏଇଠି ପ୍ରକୃତି ଖୋଲି ବସିଛି ତାର ଅସୁମାରୀ ରୂପର ପସରା । କୁଳୁକୁଳୁ ଝରଣାର ନାଦ ସାଙ୍ଗକୁ, ବଣଜଙ୍ଗଲର ସଁ ସଁ ଶବ୍ଦ ଉଲ୍ଲସିତ କରାଇଦିଏ ମନପ୍ରାଣ ।
ସେହିପରି ଏକ ସ୍ଥାନ ହେଉଛି ପଶ୍ଚିମ ଓଡ଼ିଶା…