Latest Odisha News
Browsing Tag

Nuapada

ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଘରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟିନେଲେ ଡକାୟତ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଖୁଦପେଜ ଗାଁରେ ବଡ଼ ଧରଣର ଡକାୟତି ହୋଇଛି । ଗାଁର ସୁନ୍ଦର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ସଶସ୍ତ୍ର ଡକାୟତି ହୋଇଛି । ମୁଖା ପିନ୍ଧା ସଶସ୍ତ୍ର ଡକାୟତ ଘରେ ପଶି ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ଅତର୍କିତ…

ମାଓବାଦୀ ନାଁରେ ସଶସ୍ତ୍ର ଡକାୟତି, ୬ ଆନ୍ତଃରାଜ୍ୟ ଡକାୟତ ଗିରଫ

ନୂଆପଡ଼ା: ମାଓବାଦୀ ନାଁରେ ଡକାୟତି କରୁଥିବା ୬ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ନୂଆପଡ଼ା ପୋଲିସ । ଗିରଫଙ୍କ ମଧ୍ୟରେ ୫ ଜଣ ଛତିଶଗଡ଼ର ହୋଇଥିବା ବେଳେ ଅନ୍ୟ ଜଣେ ଖରିଆରରୋଡ୍ ଜୋଙ୍କ ଥାନା ବଜାରପଡ଼ାର ସୁନୀଲ ଚନ୍ଦ୍ରକାର । ଅନ୍ୟ ୫ ଜଣ ହେଲେ ମହାସମୁନ୍ଦ ଜିଲ୍ଲା ଖଲାରୀ ଥାନା ଅଞ୍ଚଳର…

ନୂଆପଡ଼ା ଜିଲ୍ଲାର ଚାରୋଟି ବ୍ଲକରେ ରବି ଧାନ ମଣ୍ଡି ଆରମ୍ଭ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଆଜି ଠାରୁ ରବି ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡ଼ା ବ୍ଲକରେ ଆରମ୍ଭ ହୋଇନାହିଁ । ଜିଲ୍ଳାରେ ମୋଟ ୨୬ ପାକ୍ସ ଅଧୀନରେ ୩୪ଟି ମଣ୍ଡି ଖୋଲିବାକୁ ଥିବା ବେଳେ ୮ ହଜାର ୫୩୪…

୪୪ ଡିଗ୍ରୀରେ ଭାଜି ହେଲା ନୂଆପଡ଼ା, ୨୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଆଜି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହୋଇଛି । ୨୫ ସହରରେ ପାରଦ ୪୦ ପାର୍ ହୋଇଥିବା ବେଳେ ୪୪ ଡିଗ୍ରୀ ତାପମାତ୍ରାରେ ଟକ୍ ଟକ୍ ହୋଇ ଫୁଟିଛି ନୂଆପଡ଼ା । ପଶ୍ଚିମ ସହ ଦକ୍ଷିଣ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଉପକୂଳବାସୀ…

ଗାଁକୁ ନାହିଁ ଭଲ ରାସ୍ତା, ଅସରାଏ ବର୍ଷାରେ୨ଗୁଣ ବଢ଼ୁଛି ଦୁଃଖ

ନୂଆପଡ଼ା : ସରୁନି ରାସ୍ତା ଦୁର୍ଦ୍ଦଶା । ବର୍ଷ ବର୍ଷ ଧରି ଲାଗି ରହିଛି ରାସ୍ତା ସମସ୍ୟା। ଗାଁ କୁ ଯିବାକୁ ନାହିଁ ଭଲ ରାସ୍ତା , ଚୁପ ବସିଛି ପ୍ରଶାସନ । ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ପଞ୍ଚାୟତର ଉପାନ୍ତ ଗାଁ  ଡୁମେରଜୋରର ବାଗପଡା । ଏହି ଗାଁ କୁ ଯିବାକୁ ଭଲ…

ଜୀବିକା ମିଶନ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ନୂଆପଡ଼ା : ନୂଆପଡା ଜିଲ୍ଲାର ଏକ ଉପାନ୍ତ ବ୍ଲକ ସିନାପାଲି ବ୍ଲକ । ଜୀବିକା ମିଶନ ଯୋଜନାରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ମାନଙ୍କର ଲକ୍ଷଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ୨୦୦୦ ରୁ ୨୦୦୨୧ ମସିହାରେ ସ୍ୱୟଂ ସହାୟକ ମହିଳାଙ୍କ ଦକ୍ଷତା ବିକାଶ ଭଳି ବିଭିନ୍ନ…

ଡାକ୍ତର ହୋଇ ସେବା କରିବୁ

ନୂଆପଡ଼ା : ସିବିଏସଇ ପରୀକ୍ଷା ଫଳକୁ ନେଇ ଖଡ଼ିଆଳରେ ଖୁସିର ମାହୋଲ । ଗତ ଦୁଇଦିନ ତଳେ ସିବିଏସଇ ଯୁକ୍ତ ଦୁଇ ଓ ମାଟ୍ରିକ ଫଳାଫଳ ପ୍ରକାଶିତ ହୋଇଥିବା ବେଳେ ନୂଆପଡା ଜିଲ୍ଲା ଖଡ଼ିଆଳର ଛାତ୍ରଛାତ୍ରୀଙ୍କ କୃତିତ୍ବକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଯୁକ୍ତ ଦୁଇରେ ଅକ୍ଷରା ଶୁକ୍ଳା…

୨୪ ଦିନର ସଂଘର୍ଷ ପରେ ଆଖିବୁଜିଲା କଲରାପତରିଆ ବାଘ

ନୂଆପଡା : ଅସୁସ୍ଥ କଲରାପତରିଆ ବାଘର ଆଜି ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି । ପୂର୍ବରୁ ବାଘ ବାବେସିଆ ରୋଗରେ ଆକ୍ରାନ୍ତ ଥିଲା । ଦୀର୍ଘ ୨୪ ଦିନପରେ ଆଜି ବନବିଭାଗ କାର୍ଯ୍ୟାଳୟରେ ବାଘର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଲେ ଖଡ଼ିଆଳ ବନଖଣ୍ଡ ଡ଼ିଏଫଓ ଶୁଶିଳ କୁମାର…

ବାଘକୁ ଅଂଶୁଘାତ ! ଅସୁସ୍ଥ ଅବସ୍ଥାରେ କାବୁ କରି ଚିକିତ୍ସା କରୁଛି ବନ ବିଭାଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମାବାନ୍ଧ ସେକ୍ସନରେ ଏକ ଅସୁସ୍ଥ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ । ସିଲିଆରୀବାହାରା ଗାଁ ନିକଟ ଜଙ୍ଗଲରୁ ବାଘକୁ କାବୁ କରି ବନ କର୍ମଚାରୀ ଚିକିତ୍ସା କରୁଛନ୍ତି । ତେବେ ପ୍ରବଳ ଖରା ଯୋଗୁଁ କଲରାପତରିଆ ଅସୁସ୍ଥ ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି ।…

ସମବାୟ ସମିତି କମିଟି ଚୟନରେ ଅନିୟମିତତା ଅଭିଯୋଗ, ରାସ୍ତାରୋକ ଚେତାବନୀ

ନୂଆପଡ଼ା: ମଖାପଦର ସମବାୟ ସମିତି କମିଟି ଗଠନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଜନୈକ ଜିଲ୍ଲା ପରିଷଦ ସଭ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଇଚ୍ଛା ମୁତାବକ କୃଷି ସମବାୟ ସମିତି ଗଠନ କରି ନିଜ ସମ୍ପର୍କୀୟଙ୍କୁ ଦାୟିତ୍ୱ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ…