Latest Odisha News

BREAKING NEWS

Browsing Tag

nurse

ବ୍ରିଟେନରେ କେରଳୀ ନର୍ସ ଓ ତାଙ୍କ ୨ ସନ୍ତାନଙ୍କୁ ହତ୍ୟା

କୋଟାୟମ(କେରଳ) : ବ୍ରିଟେନରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା | କେରଳର ଜଣେ ନର୍ସ ଓ ତାଙ୍କର ଦୁଇ ଛୋଟ ପିଲାଙ୍କୁ କେହି ହତ୍ୟା କରିଛି । ହେଲେ ଘଟଣାର ଦିନକ ପରେ ଅର୍ଥାତ ଶନିବାର ନର୍ସଙ୍କ ପରିବାର ଲୋକ ଏ ନେଇ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାଇ ହତ୍ୟାକାଣ୍ତ ପଛରେ ନର୍ସଙ୍କ…

ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା

ନିଆଳି: ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ନିଆଳିରୁ । ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର…

ଆଉଜଣେ ଡାକ୍ତର, ନର୍ସ କରୋନା ପଜିଟିଭ୍ ଚିହ୍ନଟ !

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଡାକ୍ତର ଓ ନର୍ସ ଚିକିତ୍ସାଳୟରେ ସର୍ଜରୀ ୱାର୍ଡ଼ରେ କାର୍ଯ୍ୟ କରୁଥିଲେ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନାନୁଯାୟୀ, ସର୍ଜରୀ…

କୋଭିଡ୍‌-୧୯: ଜାଣନ୍ତୁ କେଉଁ ଅଭିନେତ୍ରୀ ସାଜିଲେ ହସ୍ପିଟାଲ୍ ନର୍ସ ?

ମୁମ୍ବାଇ: ସାରା ଦେଶରେ କରୋନା ମହାମାରୀ । ଏତିକିବେଳେ ଦେଶ ପାଇଁ ଆଗେଇ ଆସିଛନ୍ତି ଶିଖା ମଲହୋତ୍ରା । ରିଲ୍ ନୁହେଁ ବରଂ ରିଏଲ୍ ଲାଇଫ୍‌ରେ ଅଭିନେତ୍ରୀରୁ ସାଜିଲେ ହସ୍ପିଟାଲ୍‌ ନର୍ସ । Apart from being an #Actress need all of your support to #serve the #nation once…

ଆତ୍ମହତ୍ୟା କଲେ କୋଭିଡ୍‌-୧୯ ଆକ୍ରାନ୍ତ ଇଟାଲୀୟ ନର୍ସ !

ଇଟାଲୀ: କୋଭିଡ୍‌-୧୯ ରିପୋର୍ଟ ବାହାରିଥିଲା ପଜିଟିଭ । ଆତ୍ମହତ୍ୟା କଲେ ୩୪ ବର୍ଷୀୟ ଇଟାଲୀୟ ନର୍ସ ଡାନିଏଲା ଟ୍ରେଜି । ଇଟାଲୀର ଲୋମ୍ବାର୍ଡି ହସ୍ପିଟାଲରେ ଆଗଧାଡିରେ କାମ କରୁଥିଲେ ଡାନିଏଲା । ଇଟାଲୀର ଏହି ହସ୍ପିଟାଲରେ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ । ସନ୍ଦେହ ହେବାରୁ…