Latest Odisha News

BREAKING NEWS

Browsing Tag

ODI

ଦିନିକିଆ କ୍ରିକେଟରେ ଭାରତର ବଡ଼ ବିଜୟ, ୩୧୭ ରନରେ ହାରିଲା ଶ୍ରୀଲଙ୍କା

ଥିରୁଅନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୩-୦ରେ ଜିତି ନେଇଛି । ଏଥିସହ ଦିନିକିଆ କ୍ରିକେଟ୍ ଇତିହାସରେ ଭାରତ ସବୁଠୁ ବଡ଼଼ ବିଜୟ ହାସଲ କରିଛି । ୩୧୭ ରନରେ ତୃତୀୟ ଦିନିକିଆ ଜିତିଛି ଭାରତ । ବିରାଟ କୋହଲି ଅପରାଜିତ ୧୬୬ ରନର ପାଳି ଖେଳିଥିଲେ । ପ୍ରଥମେ…

ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍

ଅକଲାଣ୍ଡ: ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ । ଟସ୍ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍ ଦେଇଛି ଭାରତ । ୭ ଓ୍ୱିକେଟ୍ ବିନିମୟରେ ନିର୍ଦ୍ଧାରିତ ଓଭରରେ ଭାରତ ୩୦୬ ରନ୍ କରିପାରିଛି । ଫିନ୍…

ଆଜି ବାରବାଟୀ ଦିନିକିଆ; ଭାରତ ନା ୱେଷ୍ଟଇଣ୍ଡିଜ୍ ? କିଏ ଜିତିବ ବାଜି

ବାରବାଟୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ତଥା ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ୧-୧ରେ ବରାବର ଥିବା ସିରିଜକୁ ଜିତିବା ଲକ୍ଷ୍ୟନେଇ ଉଭୟ ଭାରତ ଓ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ଟକ୍କର; ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଲୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଟି-୨୦ ସିରିଜରେ ନିଜ ଦବଦବା ବଜାୟ ରଖିଥିବା ବିରାଟ ବିଗ୍ରେଡ ୱେଷ୍ଟଇଣ୍ଡିଜକୁ ମଧ୍ୟ…