Latest Odisha News

BREAKING NEWS

Browsing Tag

Odia Migrant

ଦିନ କେଇଟା ପରେ ହୋଇଥାଆନ୍ତା ବାହାଘର; କରୋନା ନେଇଗଲା ଜୀବନ !

ବାରିପଦା: କରୋନା ଆକ୍ରାନ୍ତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଡ଼ିଆ ପ୍ରବାସୀଙ୍କର ହରିୟାଣାରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଡିହିରକୁଲା ଗ୍ରାମର ସୁଶାନ୍ତ । ଅଧିକ ପଢନ୍ତୁ - ଓଡିଶାରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୩…

ବିମାନ ଯୋଗେ ଆସାମରୁ ଫେରିଲେ ୭୦ ପ୍ରବାସୀ ଶ୍ରମିକ

ବୁଗୁଡା: ଗଞ୍ଜାମ ଜିଲ୍ଲାର ୭୦ ଶ୍ରମିକ ଆସାମରେ ଫସି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଜୁନ ୩ ତାରିଖ ରାତ୍ରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଗଞ୍ଜାମ ଜିଲ୍ଲାର ୭୦ ଜଣ ଶ୍ରମିକ ଆସାମରେ ଫସି ରହିଥିବା ଖବର ପୋଲସରା…

କରୋନା ରାଜନୀତିରେ ପ୍ରବାସୀ ଶ୍ରମିକ

ଚାଇନାର ଉହାନ ସହରରୁ ବାହାରି ଆଜି କରୋନା ସାରା ବିଶ୍ୱକୁ ବ୍ୟାପିଛି । ଏଯାବତ ୨୧୨ ଦେଶକୁ ଗ୍ରାସ କରି ଏକ ମହାବିପତ୍ତିର ରୂପ ଧାରଣ କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ବଞ୍ଚିପାରି ନାହିଁ । ସଂକ୍ରମଣ ରୋକିବାକୁ ଯାଇ ସରକାରଙ୍କ ଲକ୍‌ଡ଼ାଉନ ଫର୍ମୁଲା ଆଜି ଅର୍ଥନୀତି ପାଇଁ ବୁମେରାଂ…

ପ୍ରତ୍ୟାବର୍ତ୍ତନର ପ୍ରଚ୍ଛଦପଟରେ ପ୍ରବଞ୍ଚିତ ପ୍ରବାସୀ ପ୍ରବାହ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୃତ୍ୟୁର ଭୟ ପାଖରେ ଆଉ ସବୁ ତୁଚ୍ଛ । କରୋନା ମହାମାରୀରେ ପାରିବାରିକ ଜୀବନ ସଂପୂର୍ଣ୍ଣ ବିଛିନ୍ନ ଓ ବିପନ୍ନ । ଏବେ ଜାତି, ଧର୍ମ, ବର୍ଣ୍ଣ ସବୁ ମିଛ । ଏମିତି ସମୟ ଆସିଛି - ପୁଅକୁ ମା’ ଘରେ ପୁରାଇ ଦେଉନି । ଭାଇକି ଭାଇ ମଧ୍ୟ ହତାଦାର…

ଯାଜପୁରରେ ଏଯାଏଁ ପଞ୍ଜିକରଣ କଲେ ୫୦ ହଜାରରୁ ଅଧିକ ପ୍ରବାସୀ

ଯାଜପୁର: ବାହାର ରାଜ୍ୟରୁ ଯାଜପୁର ଜିଲ୍ଲାରେ ପହଞ୍ଚିବାରେ ଲାଗିଛନ୍ତି ଓଡ଼ିଆ ପ୍ରବାସୀ ଫେରନ୍ତା । ଯାଜପୁର ଜିଲ୍ଲାରେ ୫୦ ହଜାରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରନ୍ତା ନିଜର ନାମ ପଞ୍ଜୀକରଣ କରିସାରିଛନ୍ତି । ସେଥିପାଇଁ ଜିଲ୍ଲାରେ ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି ।…

ମହାରାଷ୍ଟ୍ରରୁ ଭଦ୍ରକରେ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ୍‌; ଆସିଲେ ୩୮୭ ପ୍ରବାସୀ

ଭଦ୍ରକ: ଆଜି ମହାରାଷ୍ଟ୍ରର ଥାନେରୁ ଏକ ସ୍ୱତନ୍ତ ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିଛି । ଭଦ୍ରକରେ ପହଞ୍ଚିଥିବା ଏହି ଟ୍ରେନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୩୮୭ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । Train from Thane just arrived at Bhadrak Rly Stn.…

ହାଇଦ୍ରାବାଦରୁ ପାଦରେ ଚାଲି ବାଲେଶ୍ୱର ପହଞ୍ଚିଲେ ୧୦୦ ପ୍ରବାସୀ ଶ୍ରମିକ

ବାଲେଶ୍ୱର: ହାଇଦ୍ରାବାଦରୁ ପାଦରେ ଚାଲି ଚାଲି ୧୦୦ରୁ ଅଧିକ ଶ୍ରମିକ ବାଲେଶ୍ୱର ଜିଲ୍ଲାର ରେମୁଣାରେ ସୋମବାର ଦିନ ପହଞ୍ଚିଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକମାନେ ବସ୍ତା ବ୍ଳକ ଅନ୍ତର୍ଗତ କେଶୁଡ଼ିହ ପଞ୍ଚାୟତର ବାସିନ୍ଦା । ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ବେଗମପେଟ୍ ଅଞ୍ଚଳରେ…

ତାମିଲନାଡୁରେ ଓଡ଼ିଆ କର୍ମଚାରୀଙ୍କୁ ନିର୍ଯ୍ୟାତନା; ଖାଦ୍ୟ ମାଗିବାରୁ ଆକ୍ରମଣ !

ତିରୁପୁର: ତାମିଲନାଡୁର ତିରୁପୁର ଜିଲ୍ଲା ଅନ୍ତର୍ଗତ ଉଥୁକୁଲିରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କିଛି ପ୍ରବାସୀ ଓଡ଼ିଆ ନିର୍ଯାତନାର ଶିକାର ହୋଇଛନ୍ତି । ଏହି ଲକ୍‌ଡ଼ାଉନ୍ ସମୟରେ ଓଡ଼ିଶାରୁ ଯାଇଥିବା ଏହି କର୍ମଚାରୀମାନେ କଠିନ ପରିଶ୍ରମ କରୁଥିବା ବେଳେ ସେମାନଙ୍କୁ ଠିକ୍ ଭାବେ…