Latest Odisha News

BREAKING NEWS

Browsing Tag

Odia Poem

କବିତା : ସବୁଠି ଛଳନା

ସସ୍ମିତା ନାୟକ ଦୀପ ସିନା କୋଳେ ଧରେ ସଳିତା ତେଲକୁ ଅଗ୍ନି ସଂଯୋଗରେ ଜାଳେ ଆପଣା ଜିହାକୁ ।। ସଳିତା ଜାଣିଛି ଆପଣା ଛନ୍ଦରେ ଜଳିବାର କେତେ ସୁଖ ସଳିତା ଜାଣିଛି ଅଧେ ଜଳି ପୁଣି ଅଧାରୁ ଲିଭିବା କେତେ ଯେ ଦୁଃଖ ।। ଦୀପ ବିନା ଏଠି ତେଲ ଯେ ଅଧୁରା ତେଲ ବିନା ନାହିଁ ଦୀପର…

କବିତା : ରୁମାଲ୍

ସତ୍ୟରଞ୍ଜନ ପ୍ରହରାଜ ସବୁଠୁ ବେଶି ଅନ୍ତରଙ୍ଗ ହୁଏ ସେ ଛୁଏଁ ବେକ ଓଠ ଆଖି ଓ କପାଳ ଓଦା କରେ ନିଜକୁ ସାଉଁଟିନିଏ କିଛି ସ୍ୱେଦ ପରି ରକ୍ତ କିଛି ରକ୍ତ ପରି ଲୁହ ଶୁଖିଲା ଓଠ କୋଣେ ଲାଗିଥିବା ଏକ ବଜାରୀ ପ୍ରେମର କିଛି ଲିପଷ୍ଟିକ୍ ଦାଗ !! ସେ ସାଇତେ ସବୁକିଛି ଯାହା ସବୁ…

କବିତା : ଧନ୍ୟରେ ସନ୍ତାନ

ବିଳାସିନୀ ପୃଷ୍ଟି ଜନନୀ ଜଠରେ ଦଶମାସ ଧରି ଭୂମିରେ ଦେଲେ ଭୂମିଷ୍ଠ ପ୍ରଥମେ ବସୁଧା ଛୁଇଁଲୁ ଯେବେତୁ ମା' ଭୁଲିଲା ମାତୃତ୍ଵ କଷ୍ଟ। କେତେ କଷ୍ଟ ସହି ତୁମ ଓଠେ ହସ ପିତା ତୁମ ବାଣ୍ଟି ଦେଲେ ନିତି ଅଳି ଅର୍ଦ୍ଦଳି ସହ୍ୟ କରିଣ ସେ ଛୋଟରୁ ବଡ଼ କରିଲେ । ବାଲ୍ୟାବସ୍ଥା ଗଲା ଶୈଶବ…

କବିତା : ନାରୀ

ସୁରଞ୍ଜନ ପାତ୍ର କୁରେଇ ଫୁଲର ସକାଳ କୁହ କି ପଦ୍ମ ଭର୍ତ୍ତି ପୋଖରୀର କଥା କୁହ ଜହ୍ନ ରାତିର ବିମୁଗ୍ଧ ପଣ କୁହ କି ନାଚ ଭର୍ତ୍ତି ସ୍ୱପ୍ନର କଥା କୁହ ଏ ସବୁର ପୁଣ୍ୟତା କିଛି ନାହିଁ ଯଦି ନାରୀଟିଏ ସଙ୍ଖୋଳିବାକୁ ନାହିଁ ମାଟିର ବୈକୁଣ୍ଠ । ନାରୀ ବର୍ଷାନ୍ତ ଆକାଶକୁ ସଜେଇ ପାରେ…

କବିତା : ବୋଇତ ବନ୍ଦାଣ

ଶ୍ରୀନିବାସ ପଣ୍ଡା କାର୍ତ୍ତିକ ମାସ ଅଟଇ ପବିତ୍ର ଧର୍ମ ମାସ ମଧ୍ୟେ ସାର ବୋଇତ ବନ୍ଦାଣ ଉତ୍ସବ ପାଳୁଛୁ ଆମ ସଂସ୍କୃତିର ଆଧାର । ଐତିହ୍ୟ ସଂସ୍କୃତିର ନିଆରା ଏ ପର୍ବ ଓଡ଼ିଆ ପ୍ରାଣର ଗର୍ବ ଗୈ।ରବ କଦଳୀପଟରେ ବୋଇତ ଭସାଇ ପାଉଅଛୁ ମନେ ଖୁସି ଅପୂର୍ବ । ଓଡ଼ିଶା ମାଟିର ସାଧବ ପୁଅ…

କବିତା : ଶୀତଗାଏ ଗୀତ

ଶ୍ରୀରାମ ସାହୁ ଶୀତଗାଏ ଗୀତ କୁହୁଡି ସାଥିରେ ନିଶିଥର ନିଶବ୍ଦରେ କାକର ଭିଜାରେ ହସେ ବସୁନ୍ଧରା ବିମୋହିତ ଆସରରେ । କୁଳୁକୁଳୁ ସ୍ଵନ ତଟିନି ଝରଣା ରଖି ତାଳସୁର ଲୟ। ଗାଉଥାନ୍ତି ସଦା ପରାଣ ସଙ୍ଗୀତ ମନ ହୁଅଇ ଅଥୟ। ଲାଗିଥାଏ ଭିଡ ପୂଜିବାକୁ ଶିବ ନିତି ମନ୍ଦିର ବେଢାରେ ।୧।…

କବିତା : ଛାଇ ଅନ୍ଧାର

ମିରିନା ମହାନ୍ତି ଯେତେବେଳେ ମୁଁ ଅନ୍ଧାରକୁ ଫୁଲଟିଏ ଫିଙ୍ଗିଲି ହଜାଇ ବସିଲି, ନିଃଶ୍ବାସ, ବିଶ୍ବାସ। । ଚଉଦିଗ ମହମହ ବାସୁଥିଲା। ମଧୁମାଳତୀର ବାସ ଗୋଳେଇ ହୋଇ ଯାଉଥିଲା ଶୂନ୍ଯତାରେ। ତୁମ ନରମ ଆଲିଙ୍ଗନର ମତୁଆଲା ପଣରେ ହାରିଯାଉଥିଲା ପବନ। ଆକାଶ ଭର୍ତ୍ତି…

କବିତା : ହସରେ ନନ୍ଦ କୋଳେ ଗୋବିନ୍ଦ

ଉମାକାନ୍ତ ଦାସ ହସରେ ନନ୍ଦ କୋଳେ ଗୋବିନ୍ଦ ଆଜି ଜନମ ନେଇ, ଦେବକୀ ଗର୍ଭୁ ହୋଇ ଉଦୟ ସୁଧାର ତୁମେ ମହୀ ।। ଦ୍ବାପରେ ତୁମେ ଜନମି ପ୍ରଭୁ କହିଲ ଧର୍ମ ବାଣୀ , ମୁଖ ନିଃସୃତ ଶବ୍ଦ ଅମୃତ ଗୀତା ଲେଖିଲ ପୁଣି ।। ଆଜିରେ ଆମେ ହେଉ ପାଗଳ ମଧୁ କଥା ନ ଶୁଣି, ଅନ୍ଯାୟ ପଥେ ଅଧର୍ମ…

କବିତା : ଆଖି ମୋ ସାକ୍ଷୀ

ରାଜ କିଶୋର ନାୟକ  ମୋ ମନ ଆକାଶେ ବନ୍ଧ୍ୟା ତାରା ତୁମେ ଉଜୁଡା ନୀଡର ପକ୍ଷୀ ଫଟା ବଇଁଶୀର ବେସୁରା ରାଗିଣୀ ସାକ୍ଷୀ ମୋ ଦୁଇଟି ଆଖି ।। ଦଦରା ନାଆରେ ଦରୋଟି ନାଉରୀ ତୁମେ ମୋତେ କରିଦେଲ ଉନ୍ମାଦନା ଥିଲା ମନ ଶରୀରରେ ବିଜନତା ଭରିଦେଲ । କଳ କଳ ମନ ଝରଣା ଶୁଖାଇବାକୁ ସାଥି କଲ…

କବିତା : ସୂର୍ଯ୍ୟାସ୍ତର ଆର ପାଖେ

ସୁଜାତା ମିଶ୍ର ସୂର୍ଯ୍ୟାସ୍ତର ଆର ପାଖେ ତୋଳିବା କି ଘର...! ଛାଇ ଆଲୁଅରେ ଘେରା ଦୂର ପାହାଡ଼ ଚୂଡ଼ାରେ.. ଭସା ମେଘର ଯାଯାବରୀ ଅଳସ ମାୟାରେ ସମ୍ମୋହିତ ଗୋଧୂଳିର କୋଳେ ଖେଳିବା ବୋହୁବୋହୁକା ଖେଳ..! ଅଝଟ ପଣର ଜହ୍ନ ଫୁଲେଇ ତାରାଙ୍କ ମେଳେ.. ରଚିବା ପାପ- ପୁଣ୍ୟର କଣ୍ଢେଇ…