କବିତା : ଧନ୍ୟରେ ସନ୍ତାନ
ବିଳାସିନୀ ପୃଷ୍ଟି
ଜନନୀ ଜଠରେ ଦଶମାସ ଧରି
ଭୂମିରେ ଦେଲେ ଭୂମିଷ୍ଠ
ପ୍ରଥମେ ବସୁଧା ଛୁଇଁଲୁ ଯେବେତୁ
ମା' ଭୁଲିଲା ମାତୃତ୍ଵ କଷ୍ଟ।
କେତେ କଷ୍ଟ ସହି ତୁମ ଓଠେ ହସ
ପିତା ତୁମ ବାଣ୍ଟି ଦେଲେ
ନିତି ଅଳି ଅର୍ଦ୍ଦଳି ସହ୍ୟ କରିଣ
ସେ ଛୋଟରୁ ବଡ଼ କରିଲେ ।
ବାଲ୍ୟାବସ୍ଥା ଗଲା ଶୈଶବ…