କବିତା : ଶେଫାଳି
ପ୍ରିୟମ୍ବଦା ସାମଲ
ଅସ୍ତମିତ ଯେବେ ହୁଅଇ ଭାସ୍କର
ବୁଣି ସ୍ୱର୍ଣ୍ଣିମ ରଙ୍ଗ
ବର୍ଣ୍ଣମୟ ଦିଶେ ଗଗନ ମଣ୍ଡଳ
ରାତ୍ରିରାଣୀ ଦିଏ ସଙ୍ଗ।
ଚନ୍ଦ୍ରମାଠାରୁ ଶୀତଳତା ନେଇଣ
ହସୁଥାନ୍ତି ଦିବ୍ୟ ପୁଷ୍ପ
ସୁଗନ୍ଧରେ ଭରା ହୃଦ ଚିତ୍ତଚୋରା
ରାତ୍ରି ଶୋଭା ଅପରୂପ।
ଭୁରୁ ଭୁରୁ ବାସ୍ନା ପରସି…