Latest Odisha News

BREAKING NEWS

Browsing Tag

Odia Poem

କବିତା : ଫଗୁଣର ଦୁଇଟି ସ୍କେଚ୍

ରାଜଲକ୍ଷ୍ମୀ ତ୍ରିପାଠୀ  କିଛି ଦୃଶ୍ୟ: ଆକାଶକୁ ବେଢାଇଛି ଅସଂଖ୍ୟ ବର୍ଣ୍ଣାଳୀ ରଙ୍ଗର ଏ ଯେତେ ସବୁ ମାୟା କିଏ ସେହି ମାୟାଧର ! ବଡ଼ ଧୁରନ୍ଧର ଯିଏ ମାୟା ରଚିବାରେ , କ୍ଷଣିକ ଚପଳଛନ୍ଦ ତା' ବିଦ୍ୟୁତ ରଙ୍ଗ ର ସ୍ବଚ୍ଛ ହେଉ କି ଅନଳ ନୀଳ ଅବା ଲୋହିତ ଏତେ ସବୁ ରଙ୍ଗରେ ବି ଥାଏ…

କବିତା : ବୋଉ

ବିଦ୍ୟାଧର ପଣ୍ଡା ବୋଉ, ତୁ ଖାଲି କରି ଜାଣୁ କିଛି କହି ଜାଣୁନାହିଁ, ଆମକୁ ଭାତ ବାଢି ହସୁ ତୋରାଣି ପିଇ । ବୋଉ, ପେଟକୁ ନ ଖାଇ କିଛି ସୁଆଦିଆ ଚିଜ ମୋ'ପାଇଁ ଶ୍ରଦ୍ଧାରେ ଲୁଚାଇ ରଖି ଥାଉ। ସାରାରାତି ଜରରେ ମୁଁ କମ୍ପିଲା ବେଳେ ବିଛଣା ପାଖରେ ଆଖିଖୋଲି ବସି ଥାଉ। ବୋଉ, ଜନ୍ମ…

କବିତା : ମୋ ପ୍ରିୟ ଭାରତ ଭୂଇଁ

ଅନସୂୟା ମଲ୍ଲିକ ସୃଷ୍ଟିରେ ଯାହାର ପୁଷ୍ପ ବରଷଇ ସେହି ଯେ ଆମରି ଦେଶ ଯା ପାଣି ପବନେ ଗଢାଏ ଶରୀର ସେ ଆମ ଭାରତ ବର୍ଷ ।। ସୁଜଳା ସୁଫଳା ଶସ୍ୟ ଶ୍ୟାମଳାର ଆମ ଏ ଭାରତ ଭୂଇଁ ହିମାଳୟ ଶିର ମୁକୁଟ ଯାହାର ପାଦେ ସିନ୍ଧୁ ଯାଏ ବହି ।। ତାହାରି ବୁକୁରେ ନଦୀ ଝରଣା ଯେ ଶସାଗର…

କବିତା : ମୁଁ ନାରୀ

ସାଧନା ପଣ୍ଡା ଅଭିଶାପ ଅବା ଆଶୀର୍ବାଦ ଇଏ ଜାଣି ତ' ନପାରେ ମୁହିଁ, କେବେବି ହୋଇନି ହେବି ବି' ତ ନାହିଁ ଅଇରୀ କାହାର ତହିଁ ।୧। ନାହିଁ ମୋ' ଶୋଚନା ତିଳେ ହେଲେ ଆଜି ତିଳ ତିଳ ଜଳି ବାକୁ, ଜଳୁ ଅଛି ଆଜି ସଳିତାର ସମ ଆଲୋକ ବିତରି ବାକୁ ।୨। ଅନେକ ବେଦନା କେତେ ତ ଯାତନା…

କବିତା : କାହାଣୀ ପରି

ରାଜଲଷ୍ମୀ ସାମଲ  ଚାରିମହଲା ଛାତ ଉପରୁ ସେମାନଙ୍କୁ ଦେଖୁଥିଲି ଜଣେ ଥରୁଥିଲା ଶୀତରେ ଜଣେ ବର୍ଷୁଥିଲା ବର୍ଷାରେ ଆଉ ଜଣେ ଘୁମାଉ ଥିଲା ଅନ୍ଧାରରେ ମୋତେ ଦେଖି ସେମାନେ ହସିଲେ ସେଥିରେ ଥିଲା କିଛି ଘୃଣା, ଢେର ମିଛ, ଆଉ ମେଞ୍ଚେ କଟାକ୍ଷର ଫେଣ୍ଟାଫେଣ୍ଟି କାହାଣୀ । କାହାଣୀ ଗୁଡିଏ…

କବିତା : ବସନ୍ତ ଆଗମନେ

ଶୁଭ୍ରାଂଶୁ ଶେଖର ମାହୁନ୍ତ  ଶିଶିରସ୍ନାତା ନିସ୍ତବ୍‌ଧ ଶୀତରାତି ଦୂର ଦିଗ୍ ବଳୟରେ ନିଜର ଠିକଣା ହଜେଇ ନିଜର ଲେଉଟାଣି ଉଦଘୋଷଣା କଲାପରେ, ତମେ ଚାଲିଆସ ମୃଦୁମନ୍ଦ ପଦପାଦରେ ଭରିଦେଇ ତନୁମନେ ଅପୂର୍ବ ପୁଲକରେ । ସାନିଧ୍ୟର ବ୍ୟାକୁଳତାରେ ମଗ୍ନ ମଧୁମକ୍ଷିକା ଝୁରୁଥାଏ ସମୀରଣ,…

କବିତା : ଜାଗର

ସୋନୀ ମହାନ୍ତି  ଗୟଶ ଦୁଦୁରା ମଣ୍ଡିତ ଶରୀର ଜଟାରୁ ଗଙ୍ଗାର ଧାର, ବ୍ୟାଘ୍ର ଚର୍ମ ତୁମ ଦେହରେ ଶୋଭିତ ଗଳାରେ ସର୍ପର ହାର।। ବାମ ଅଙ୍ଗେ ଶୋଭା ମାତା ଜଗଦମ୍ବା ହେ ପ୍ରଭୁ ତ୍ରିଶୂଳଧର, ବେଲ ପତ୍ର ତୁମ ମସ୍ତକେ ଶୋଭିତ ତୁମେ ତ ଭୋଳାଶଙ୍କର।। ବକ୍ଷରେ ତୁମର ରୁଦ୍ରାକ୍ଷର ମାଳ…

କବିତା : ଲମ୍ଫ

ଦେବାଶିଷ ଦାଶ କାଦୁଆ ନଈକୂଳ, ଖସଡା ବାଟ, ଯେତେ ସଳଖି ଚାଲିବାକୁ ଚେଷ୍ଟା କଲେ ବି ଖସି ଯାଉଛି ପାଦ । ଥରେ ପଡିଗଲେ ଏଇଠି ଅକାତକାତ ଜଳ, ତା'ପରେ କେତେ ଛାଟୁଥିବି ଗୋଡ଼ହାତ କେତେ କରୁଥିବି ଦୁର୍ବାର ପ୍ରୟାସ ପୁଣି ଛୁଇଁବାକୁ ମାଟି । କେତେ ଦିନ ଆଉ ଚାଲିଥିବ ଏଇ ଛାଇ ଆଲୁଅର…

କବିତା : ମଉଳା ମୂହୁର୍ତ୍ତ

ବଳରାମ ପୂଜାରୀ ଅନେକ ଅପାସୋରା ଅସମ୍ପୂର୍ଣ୍ଣକୁ ମୁକ୍ତ କରୁଥିଲି ମୁଁ , ବାହୁଡୁଥିଲେ ଟିକ୍ ଟିକ୍ କରୁଥିବା ଛାତିଏ ଛାତିଏ ବତୁରା ସ୍ମୃତି, ଭିଡିମୋଡି ହେଉଥିଲେ, ଆଉକିଛି ଅନନ୍ୟା ଅତିତ , ବାହୁନୁଥିଲେ କିଛି ପ୍ରଶ୍ନିଳ ପ୍ରବାହ, କିଛି!!ମୋତେ ନିଃଶବ୍ଦ କରୁଥିଲେ ତ !! କିଛି…

କବିତା : କ୍ୟାଲେଣ୍ଡର ଆଉ ତୁମେ

ଅର୍ପିତା ମଲ୍ମିକ  କ୍ୟାଲେଣ୍ଡରର ପୃଷ୍ଠା ଓଲଟେଇବାଟା କେଉଁ ଏକ ବଡ କଥା ଯେ , ମାସ ପରେ ମାସ ଆଉ ବର୍ଷ ପରେ ବର୍ଷ ଦିନ ପରେ ଆଉ ଗୋଟେ ଦିନ ସବୁଦିନ ବଦଳେଇ ଦିନେ ତୁମେ ବି ବଦଳି ଗଲ କ୍ୟାଲେଣ୍ଡର ପରି ଫଗୁଣରୁ ଶ୍ରାବଣକୁ ଓଲଟେଇ ହେଲ ଶୀତର ପ୍ରକୋପରେ ବି ତୁମେ , ଗ୍ରୀଷ୍ମର…