ଯେତେ ମାଠିବୁ ମାଠ
ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ବାଇଧର ଜେଜେ ଜମାରୁ ବାଜେ ଚିନ୍ତା ନକରି ସବୁବେଳେ ସମାଜର ହିତ ଚିନ୍ତା କରନ୍ତି । ଅବାଟରେ ଯାଇ ଅବାଗିଆ କାମକରି ନାଁ ପକାଉଥିବା ଯୁବଗୋଷ୍ଠୀଙ୍କ ପଥ ଓଗାଳି କେମିତି ଭଲବାଟକୁ ଅଣେଇବେ, କଳିଗୋଳ ନକରି ସମସ୍ତେ ସମସ୍ତଙ୍କୁ ଭଲପାଇ ଦୁଃଖରେ ସାହା ଭରସା ହେବେ,…