Latest Odisha News

BREAKING NEWS

Browsing Tag

Odia Satire

କୁଳାଙ୍ଗାର ଉବାଚ : ଦୋଷ ଫୁଲର

ଯଦି ଫୁଲ ନଥାନ୍ତା ପ୍ରେମ ନଥାନ୍ତା, ଯଦି ପ୍ରେମ ନଥାନ୍ତା ପ୍ରତାରଣା ନଥାନ୍ତା ଯଦି ପ୍ରତାରଣା ନଥାନ୍ତା ମାମଲା ନଥାନ୍ତା, ଯଦି ମାମଲା ନଥାନ୍ତା ୟୁଟୁବ ଚାନେଲ ନଥାନ୍ତା! ଯଦି ଫୁଲ ନଥାନ୍ତା ସୁଗନ୍ଧ ନଥାନ୍ତା, ଯଦି ସୁଗନ୍ଧ ନଥାନ୍ତା ଦୁର୍ଗନ୍ଧ ନଥାନ୍ତା ଯଦି ଦୁର୍ଗନ୍ଧ…

କୁଳାଙ୍ଗାର ଉବାଚ : ନମରି ବି ମରିହେବ..!

ମା କହେ ମୁଁ ମରି ଯାଉଥାଏ ମୋ ଗାଲରେ ଚୁମା ଦେଇ; ଶ୍ରୋତା ମୋର ବ୍ୟଙ୍ଗ ଶୁଣି ହସି କହେ ମୁଁ ମରିଗଲିରେ ଭାଇ! ପ୍ରେମିକା ହାଣଇ ଆଖିରେ ତାହାର ପ୍ରେମରେ ଦିଅଇ ମାରି; ସ୍ବର୍ଗ ଦେଖିଚି ଅନେକ ଥର ମୁଁ ବାଆର ଭିତରେ ଦି ବୋତଲ ମାରିଦେଇ!! ଏତେ ସୁବିଧା ଥାଉ ଥାଉ କିଆଁ…

କୁଳାଙ୍ଗାର ଉବାଚ : ହାତୀଟିଏ ମୁଁ ହାତୀଟିଏ

ହାତୀଟିଏ ମୁଁ ହାତୀଟିଏ ତମେ ତ ଲଢୁଆ ଜାତିଟିଏ, ଗଛ ଲଗେଇକି ଜଙ୍ଗଲ ବଢାଅ ମୋ ବେକରେ କିଆଁ କାତିଟିଏ? ହାତୀଟିଏ ମୁଁ ହାତୀଟିଏ, ଅଛ କିଏ କହ ମାଈକା ଲାଲ୍ ବଞ୍ଚେଇ ପାରିବ ମୋତେ କିଏ?? ତମ ଠାକୁରକୁ ମୋରି ପରିକା ବେଶକରି କୁହ କଳାହାତୀ; ହେଲେ ମୋ ପାଇଁ କାହିଁକି ପ୍ରତିଦିନ…

ବ୍ୟଙ୍ଗ : ଭଗବାନ ତୁସି ଗ୍ରେଟ ହୋ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ଏଇ କିଛି ଦିନ ତଳର କଥା । ସନ୍ଧ୍ୟାରେ ପତ୍ନୀଙ୍କ ସାଙ୍ଗରେ ଝଗଡା । ଝଗଡାଟା ମୋର ଦେହସୁହା କଥା । କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ ତାକୁ ପୂରା କରୁ କରୁ ଦାମ୍ପତ୍ୟର ଗୋଟିଏ ଜନ୍ମର ବାରଅଣା ଜୀବନ ସରିଗଲାଣି । ଆହୁରି ଛଅ ଜନ୍ମ ପାଇଁ…

ବ୍ୟଙ୍ଗ : ବିକାଶର ଜୟଯାତ୍ରା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ବର୍ଷଯାକ ଜାକିଜୁକି ବସି ଘୁମଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି , ବାହାତିଥୀ ପୂର୍ବରୁ ଝାଡ଼ିଝୁଡ଼ି ହୋଇ ଉଠନ୍ତି ଇନକମଟ୍ୟାକ୍ସ, ସିବିଆଇ, ଇଡି ଭଳି ବିଭାଗବାଲାଙ୍କ ଚଢ଼ଉ କିମ୍ବା ନେତାମାନଙ୍କ ଦଳବଦଳ ଖବର ଜୋର…

ବ୍ୟଙ୍ଗ : ହାଏ ହାଏରେ ମାନପତ୍ର

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ  କିଛି ବର୍ଷ ହେଲାଣି ଦିନ ରାତି ଏକ କରି ଲେଖୁଛି । ଘରଣୀଙ୍କ ଠାରୁ ଗାଳି ବି ଶୁଣୁଛି । ସବୁବେଳେ କହୁଛନ୍ତି , 'କଣ ଖାଲି ସେ ଫୋନରେ ବସି କେଞ୍ଚୁଛ, ବେକ ବଙ୍କିଯିବ । ଆଖି କଣା ହେଇଯିବ।' ମୋର ଗୋଟେ ବଡ ଦୁଃଖ। ଆଜି ଯାଏଁ କେହି ମୋତେ ଚଦର ତ…

କୁଳାଙ୍ଗାର ଉବାଚ : ବଡ ପାଇଖାନା

ବଳିଆ ଭାଇ ପଚାରିଲେରେ ଜଗା ଆମର ତ ପାଇଖାନାର ଆବଶ୍ୟକତା ନାହିଁ; କଣ ପାଇଁ କରୁଛନ୍ତି ଗୋଟେ ଆମ ପାଇଁ ପୁଣି ଗୋଟେ ଭଉଣୀ ଓ ତୋ ସ୍ତ୍ରୀ ପାଇଁ? ଜଗା କହିଲେ - ଭାଇ ଆମେମାନେ ସିନା ମଣିଷ ପରି ନାନା ଅଭ୍ୟାସ କରିଛେ; ହେଲେ ଖାଇବା ଓ ମଳତ୍ୟାଗ କରିବା କାମଟିକୁ ତ ମଣିଷଙ୍କ ପାଇଁ…

ବ୍ୟଙ୍ଗ : ଆତ୍ମସ୍ମୃତି ବନାମ ଆତ୍ମସ୍ତୁତି

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ  ମୋର କାଲି ଇଚ୍ଛା ହେଲା ମୁଁ ମୋ ପିଲାଦିନର ସ୍ମୃତି ସବୁକୁ ବନେଇ ଚୁନେଇ ଗୋଟିଏ ଆତ୍ମସ୍ମୃତି ଲେଖିବି । ସେଥିପାଇଁ ଫେସବୁକକୁ ବହୁତ ଅଣ୍ଡାଳି ଅଣ୍ଡାଳି କିଛି ଆଇଡ଼ିଆ ପାଇଲି । ଫେସବୁକ୍ ମନ୍ଥନରୁ ଆଜି କାଲି ମାର୍କେଟ ନେଉଥିବା ଚାରି ପାଞ୍ଚଟା ପଏଣ୍ଟ…

କୁଳାଙ୍ଗାର ଉବାଚ : ଖରା ଖୋଳତାଡ଼

ଯଦିଓ ଅଧିକାଂଶ ମଣିଷ କଥା କଥାରେ ଗରମ ହୁଅନ୍ତି; ଏ ଦିନେ ଅଧିକ ଗରମ ବୋଲି ବିଚରା ଖରାକୁ ଦୋଷ ଦିଅନ୍ତି! ସବୁ ତ ଗରମାଗରମ ଚାହୁଁଚେ ଆମେ ଖାଉ ପିଉ ଶୋଉ; ସେଥି ପାଇଁ ଖରା ବୋଧେ କହୁଥିବ ମଣିଷ ନିଜେ ବି ଗରମ ହେଉ! ଶୀତରେ ବି ଆମ ନାୟିକାଙ୍କ ଖୋଲା ଦିହକୁ ଯଦି ଖରା…

ବ୍ୟଙ୍ଗ : ରାଶିଫଳ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ମୁଁ କି ଦୋଷ କରିଥିଲି ଏ ନିଆଁଗିଳା ରାଶିଫଳବାଲାଙ୍କ ଶଳା ମୋ ସୁଖର ସଂସାରରେ ନିଆଁ ଲଗେଇଦେଲେ । ଏଇ ଦିନେ କି ଦୁଇ ଦିନ ତଳର କଥା, ରାଶିଫଳରେ ଲେଖା ଥିଲା ମୋ ରାଶିରେ କାଳେ ଦୁଇଟା ବାହା ଯୋଗ ଅଛି । ଏହାକୁ ପଢି ଆମ୍ଭର ପ୍ରିୟ ଉଆନ୍ ଏଣ୍ଡ ଓନଲି ଘରଣୀ କହିଲେ…