ଗଳ୍ପ : ଅନ୍ତର୍ଦାହ
ଯାଜ୍ଞସେନୀ ହୋତା
ଆଜି , ସବୁ ମଲ୍ଲିଫୁଲ ତୋଳା ହେବ। ତିନୋଟି ମାଳ ଯିବ ଜଗନ୍ନାଥ ମନ୍ଦିରକୁ । ଯତ୍ନରେ ତୋଳିବ, ଯେମିତି କଢ ଦେହରେ ହାତ ନ ବାଜେ। ମଲ୍ଲି ଫୁଲଗୁଡିକୁ ଅନେଇ ଧିରେ ଧିରେ ପାଦ ପକେଇ କହୁଥିଲେ ଜେଲ କର୍ତ୍ତୁପକ୍ଷ।
କାନ୍ତା , ପାଛିଆ ଗୁଡା ଆଣି ସମସ୍ତ ଅନ୍ତେବାସିନୀଙ୍କୁ…