Latest Odisha News
Browsing Tag

Odia Story

ଗଳ୍ପ : ଅସହାୟ

ପ୍ରସେନଜିତ ସେଠୀ ସଜ ସଜ ମୌସୁମୀର ଆଗମନ ହୋଇଥାଏ। ପ୍ରଚଣ୍ଡ ଉତ୍ତାପରୁ ସାମାନ୍ୟ ମୁକ୍ତି ମିଳିଥାଏ। ଶୀତଳ ଦକ୍ଷିଣା ପବନର ସ୍ପର୍ଶରେ ଆଖିରେ ନିଦ ମାଡ଼ି ଆସୁଥାଏ। ସବୁଦିନ ପରି ବିଜୟ ବାବୁ ଆଇ.ଆଇ.ସି ଚୌକିରେ ବସି ମାନସ ମନ୍ଥନ କରୁଥାନ୍ତି। ଜମିବାଡ଼ି ବିବାଦକୁ ନେଇ ନିଜ ବଡ଼ ଭାଇ ସହ…

ଗଳ୍ପ : ଦୃଶ୍ୟ ଅଦୃଶ୍ୟ

ସ୍ମୃତି ପଟ୍ଟନାୟକ ସେଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏମିତିରେ ତିଥି ଅନୁସାରେ ମୋର ସେଦିନ ସ୍ବନକ୍ଷତ୍ର ଦିବସ । ଆମେ ସକାଳୁ ମହାନଦୀ କୂଳରେ ଡଙ୍ଗା ଭସାଇ କଟକରୁ ବାହାରିଲୁ ପୁରୀ । ବାଟ ମଙ୍ଗଳାଙ୍କ ପାଖରେ ଗାଡ଼ି ରଖି ଦର୍ଶନ କଲୁ। ସେଇଠୁ ପ୍ରବଳ ଜନସମାଗମ ଆରମ୍ଭ ହୋଇଗଲା। ଏତେ…

ଗଳ୍ପ : ହଜିଯାଇଥିବା ମାନଚିତ୍ର

ଚୌଧୁରୀ ବରଦାପ୍ରସନ୍ନ ଦାସ ନିଦ ମଳମଳ ଆଖିରେ ତରବରରେ ପ୍ଲାଟଫର୍ମକୁ ଓହ୍ଲେଇପଡି ଲତିଫ୍ ଦେଖିଲେ ଯେ ଷ୍ଟେସନର ନାଁ ଭୁବନେଶ୍ୱର। ଗତ ରାତିରେ ସେ କଲିକତାରୁ ପୁରୀ ଏକ୍ସପ୍ରେସ ଟ୍ରେନ୍‌ରେ ବସିଥିଲେ ଭଦ୍ରକରେ ଓହ୍ଲାଇବା ପାଇଁ। କିଛି ସମୟ ଉନ୍ନିଦ୍ର ରହିବା ପରେ କେତେବେଳେ ଗଭୀର ନିଦ ତାଙ୍କୁ…

ଗଳ୍ପ : ନୀରବତାର ଭାଷା

 ଆରତୀ ପଟ୍ଟଯୋଷୀ  ଟିକେ ଥୟଧର "ଶ୍ରୀମତୀ", ଏବେ ସୋମୁ ଓ ବୋହୁ ଆସି ପହଞ୍ଚି ଯିବେ। ଘରୁ ସେମାନେ କେତେବେଳୁ ବାହାରି ସାରିଲେଣି, ଫୋନ କରିଥିଲେ ପରା। ତୁମେ ଏମିତି ବ୍ୟସ୍ତ ହେଲେ ହେବ ? ମୃତ୍ୟୁ ଶଯ୍ୟାରେ ପୁଅକୁ ଅପେକ୍ଷା କରିଥିବା ସ୍ତ୍ରୀ "ଶ୍ରୀମତି"ଙ୍କୁ ବାରମ୍ବାର ଏମିତି କହି ବୋଧ…

ଗଳ୍ପ : ଝଡ଼

ଅଳକା ମହାପାତ୍ର ଟଳି ଟଳି ଘର ଭିତରକୁ ପଶି ଆସିଲା ନରେଶ। ବଡ଼ ପାଟିରେ ଡାକିଲା ପତ୍ନୀ ସାବିକୁ। ଚୁଲି ପାଖରେ ବସି, ତା ଦେହରେ ଅନାବନା କାଠଝାଟି ଖେଞ୍ଚୁଥିଲା ସାବି ଭାତ ରାନ୍ଧିବା ପାଇଁ। ନରେଶର ଡାକରେ ଆଠମାସର ପେଟ ସହିତ ଧିରେ ଧିରେ ଛିଡ଼ାହୋଇ ପାଖକୁ ଆସିଲା । ତାକୁ ଦେଖି ଟଙ୍କା…

ଗଳ୍ପ : ବୋଉର ସାବିତ୍ରୀ ବ୍ରତ

ସଫଳା ଦାସ ବହୁ ଦିନ ତଳର କଥା । ମୁଁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ସାବିତ୍ରୀ ପୂଜା ପଡିବ ବୋଲି ଶୁଣିଲି । ଆମ ସାହିର ବଡ ମାଆ ଜେଜୀ ଖରାବେଳେ ବାଡିରେ ଗପ କରୁଥିବା ସମୟରେ ଆମର ଏଗୁଡାକ ନାହିଁ ନୂଆ ନୂଆ ଥରେ ପୂଜିଲେ ଗଲା । ବର୍ଷକୁ ବର୍ଷ ପାଲା ଲଗେଇଛି । ଏ ଦୁଇଜଣ ଏମିତି…

ଗଳ୍ପ : ପରିବର୍ତ୍ତନ

ଦେବଜ୍ୟୋତି ଅବିନାଶ ଅଫିସ ବାହାର ଚା ଦୋକାନରୁ ସିଗାରେଟ ପ୍ୟାକେଟଟିଏ କିଣି ଆଣି ବସ ଷ୍ଟପରେ ଠିଆ ହେଲା ରାଜୀବ। ବସ ଷ୍ଟପର ସେଲ୍ଟର୍ ତଳେ ଛିଡା ହୋଇଥାନ୍ତି। ତା'ରି ଭଳି ଅଫିସ ଫେରନ୍ତା କେତେ ଯେ ଲୋକ। ଆହୁରି ବି ଅନେକ କିସମର ଲୋକ ସବୁ ଠିଆ ହୋଇଥାନ୍ତି ବସର ଅପେକ୍ଷାରେ। ଅଫିସର କାମ ଆଉ…

ଗଳ୍ପ : ବର୍ଷା

ମଞ୍ଜୁ ରାଣୀ ବେହେରା କେଜାଣି କେଉଁଠି ଥିଲା ଏ ଅଦିନିଆ ବର୍ଷା ଏକା ସାଙ୍ଗରେ ଘଡ଼ ଘଡି, ବିଜୁଳି, ପବନ ଓ ସେଥିରେ କରକାପାତ। ତିନି ଘଣ୍ଟା ହେଲା ଲଗାତାର ବର୍ଷୁଛି ଯେ ଥମିବାର ନା ନାହିଁ। ରାସ୍ତାର ଡାହାଣ କଡ଼ରେ ଜରି ଟଣା ଏକ ଭଙ୍ଗା ଚାଳରୁ ବଇରି ସାଜିଥିବା ସେଇ ଶୂନ୍ୟ ଆକାଶକୁ ଦେଖି…

ଗଳ୍ପ : ଗୋଟିଏ ଗୁରୁବାର

ସୁସ୍ମିତା ମହାପାତ୍ର  ସବୁଦିନ ପରି ସୁକୁଟା ତ ଝାମ୍ପି ନେଲାନି ଶୁଖିଲା ପାଉଁରୁଟି ଆଉ ବିସ୍କୁଟ, ମୂରଲୀ ବାବୁଙ୍କ ହାତରୁ ! ଖେଳିଗଲାନି ତା’ ସେଥୁଆ ମୁହଁରେ ଧାରେ ତୃପ୍ତିର ହସ ! ଜୀଇଁ ଉଠିଆସିଲାନି ସେ ତା’ ଅବଶ ଦେହ ଦେହଳୀରୁ ପୁଣିଥରେ ! ବିଚଳିତ ଲାଗୁଥିଲେ ମୂରଲୀବାବୁ ବି । ସୁକୁଟାକୁ…

ଗଳ୍ପ : ପୋଡ଼ା ରୁଟି

ସସ୍ମିତା ମହାନ୍ତି  ପୋଡ଼ା ରୁଟି କ'ଣ ସତରେ ସୁଆଦିଆ !! ପିଲାଦିନୁ ଏ ପ୍ରଶ୍ନ ମୋ ମନକୁ ଆଲୋଡିତ କରେ କାରଣ ମୋ ବୋଉ ସବୁବେଳେ ଆମକୁ ଭଲ ରୁଟି ଖାଇବାକୁ ଦେଇ ନିଜେ ଦାଗ ଲାଗିଥିବା ବା ପୋଡ଼ି ଯାଇଥିବା ରୁଟି ଖାଏ। କେବଳ ପୋଡ଼ା ରୁଟି ନୁହେଁ ପୋଡ଼ି ଯାଇଥିବା ପିଠା, ପାମ୍ପଡ, ଭଜା ସବୁ…