Latest Odisha News

BREAKING NEWS

Browsing Tag

Odisha Mass Education Minister

ବର୍ଷା ପାଇଁ ୧୨ ଜିଲ୍ଲାରେ ୨ଦିନ ସ୍କୁଲ ଛୁଟି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଝଡି ବର୍ଷା। କାଲିଠୁ ଅବିରତ ବର୍ଷୁଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି ହୋଇଥିବା ୧୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।…

ରବିବାର ସ୍କୁଲରେ ଅଚାନକ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ, ପରଖିଲେ ପାଠପଢ଼ା

ଭୁବନେଶ୍ୱର: କରୋନା କାୟା କମିବା ପରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଚାଲିଛି । ରବିବାର ବି କ୍ଲାସ ହେଉଛି । କେମିତି ଚାଲିଛି ପାଠପଢା, ଅନୁଧ୍ୟାନ ପାଇଁ ଆଜି ଅଚାନକ ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…

ପ୍ରଥମ ଦିନ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ୯ ମାସ ପରେ ଆଜିଠାରୁ ରାଜ୍ୟରେ ଖୋଲିଛି ସ୍କୁଲ । କ୍ଲାସରୁମରେ ପୁଣି ଥରେ ଆରମ୍ଭ ହୋଇଛି ପାଠପଢ଼ା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସ୍କୁଲ ଖୋଲିଛି । ଆଜି ପ୍ରଥମ ଦିନରେ ସ୍କୁଲ ପରିଦର୍ଶନ କରି ବ୍ୟବସ୍ଥା ପରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା…

ସିବିଏସଇ ଧାରାରେ ଓଡ଼ିଶାରେ ପରୀକ୍ଷା ନେଇ ବିଚାରବିମର୍ଶ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ରାଜ୍ୟରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା କେବେ ଓ କେମିତି କରାଯିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାରବିମର୍ଶ ଜାରି ରହିଛି । ସିବିଏସଇ ଧାରାରେ ପରୀକ୍ଷା କରିବାକୁ ଯୋଜନା ଚାଲିଥିବା ଗଣଶିକ୍ଷା…