Latest Odisha News

BREAKING NEWS

Browsing Tag

Odisha Sambad

ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ: ମାନବିକତା ପାଇଁ ଯୋଗ ବାର୍ତ୍ତା

ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ"International Yoga Day" ରେ "Yoga for humanity" ର ବାର୍ତ୍ତା ଦେଇଛନ୍ତି ।  ବାଲୁକା କଳା ଟି 17 ଫୁଟ…

ବେଙ୍ଗାଲୁରରେ ଭାରତର ପ୍ରଥମ ଏୟାର କଣ୍ଡିସନ ଷ୍ଟେସନ ଉଦଘାଟନ କରିବେ ମୋଦି

ବାଙ୍ଗାଲୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧୨.୩୦ରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ (ଆଇଆଇଏସସି) ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ ଏବଂ…

ରାଜନୀତିରେ ଫସିଯାଉଛି ଭଲ କାମ: ମୋଦି

 ନୂଆଦିଲ୍ଲୀ: ଅଗ୍ନିପଥ ଯୋଜାନକୁ ନେଇ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି । ଦେଶର ଉନ୍ନତି ପାଇଁ ଦେଶବାସୀଙ୍କ ଉନ୍ନତି ପାଇଁ ବିକାଶ ପାଇଁ ଯେଉଁ ସଂସ୍କାରମୂଳକ ପଦକ୍ଷେପ ନେଲେ ବି ବିରୋଧୀମାନେ ତାହାକୁ ବିରୋଧ କରିବାକୁ ମୋଦି ନିନ୍ଦା କରିଛନ୍ତି । ରାଜନୀତିକ କାରଣରୁ ଭଲକାମକୁ…

ଗୁଜରାଟ ଗୌରବ ଅଭିଯାନ: ୨୧ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ

ଅହମଦାବାଦ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ଭଦୋଦରା ଠାରେ ଗୁଜରାଟ ଗୌରବ ଅଭିଯାନରେ ଯୋଗ ଦେଇଛନ୍ତି । ସେ ୨୧ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । କାର୍ଯ୍ୟକ୍ରମର ୨୧ ହଜାର କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ…

500 ବର୍ଷ ପରେ କାଳୀକା ମାତାଙ୍କ ମନ୍ଦିରର ଧ୍ବଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ

ଆଜି ଗୁଜରାଟରେ ପ୍ରଧାନମନ୍ତ୍ରୀ ପାଭଗଡ ପାହାଡରେ  କାଳୀକା ମାତାଙ୍କ ନୂଆ ମନ୍ଦିରର ଉଦଘାଟନ କରିଛନ୍ତି । ମା କାଳୀଙ୍କ ଏହା ଥିଲା ପୁରାତନ ମନ୍ଦିର  ।  ମନ୍ଦିରର ପୁନଃ ବିକାଶ ଅତି ସୁନ୍ଦର ଦେଖାଯାଉଛି ।  ଏଥି ମଧ୍ୟରେ ମନ୍ଦିର ‘ପରିସର' ତିନି ସ୍ତରରେ ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ୍‌,…

ଆପଣ ହୋଇପାରିବେ ପ୍ରଥମ ବ୍ୟାଚ୍ ଅଗ୍ନିବୀର

ନୂଆଦିଲ୍ଲୀ: ଏବେ ଅଗ୍ନିବୀରଙ୍କୁ ନେଇ ସାରା ଦେଶରେ ଜୋରଦାର ଆଲୋଚନା ଚାଲିଛି । ତେବେ ଆପଣ ଯଦି ଅଗ୍ନିବୀର ହୋଇ ନିଜର ଶାରୀରିକ, ମାନସିକ, ବୈାଦ୍ଧିକ ବିକାଶ ସହ ଦେଶସେବା କରିବାକୁ ଚାହୁଁଛନ୍ତି ତେବେ ଡେରି କାହିଁକି? । ଅଗ୍ନିବୀର ପାଇଁ କସରତ ଆରମ୍ଭ କରିଦିଅନ୍ତୁ କାରଣ ଆସନ୍ତା 24…

ଫଡନାଭିସଙ୍କ ମିଶନ 45, ଶିବସେନାକୁ ଟକ୍କର ଦେବ ବିଜେପି!

ମୁମ୍ବାଇ:  ମହାରାଷ୍ଟ୍ରରେ ବିଜେପି ଠିଆ ହେବ ନିଜ ଗୋଡରେ । ସେଥିପାଇଁ ରାତିଦିନ ପରିଶ୍ରମ କରୁଛି ବିଜେପି ।  ନିଜ ଗୋଡ଼ରେ ଠିଆ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଫଡନାଭିସ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଗାମୀ 2024 ନିର୍ବାଚନ ପାଇଁ ମିଶନ 45 ଲକ୍ଷ୍ୟ…

ୟୁପି ପୋଲିସ ହେବ ହାଇଟେକ୍, ହେଲିକପ୍ଟର, ଡ୍ରୋନ ରଖିବ ଅପରାଧିଙ୍କ ଉପରେ ନଜର

ୟୁପି ପୋଲିସକୁ ଯୋଗୀ ଆଦିତ୍ୟନାଥ କରୁଛନ୍ତି ଆଧୁନିକୀକରଣ । ଆମେରିକା, ଇସ୍ରାଏଲ, ସିଙ୍ଗାପୁର ପୋଲିସ ପରି ହାଇଟେକ ହେବାକୁ ଯାଉଛି ୟୁପି ପୋଲିସ । ଏଥିପାଇଁ ଯୋଜନା କରୁଛନ୍ତି ଯୋଗୀ ସରକାର । ଏଥିରେ ପ୍ରଥମ ସହାୟତା ଇସ୍ରାଏଲ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଇସ୍ରାଏଲ, ସିଙ୍ଗାପୁର,…

ଝିମ ଝିମ୍ ବରଷାରେ ଭିଜିଲା ଓଡ଼ିଶା

ଭୁବନେଶ୍ବର: ଗରମରୁ ତ୍ରାହି ମିଳିଛି । ଝିମି ଝିମ୍ ବରଷାରେ ଭିଜିଛି ଓଡ଼ିଶା । ଅନେଜ ଜିଲ୍ଲାରେ ଟୁପ ଟୁପ ବରଷା ବର୍ଷୁଚି । ବିଶେଷ କରି ଗରମରୁ ତ୍ରାହି ମିଳିଛି । ଅସହ୍ୟ ତାତିରେ ସିଝୁଥିବା ଓଡ଼ିଶାରେ ବର୍ଷା ପାଇଁ ଟିକେ ତାପମାତ୍ରା କମିଛି ।…

ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ ମାଧ୍ୟମରେ ଅଗ୍ନିପଥ ଯୋଜନାକୁ ସମର୍ଥନ

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ‘‘ଅଗ୍ନିପଥ’’ ନାମକ ଏକ ଅଖିଳ ଭାରତୀୟ ଯୋଗ୍ୟତା ଆଧାରିତ ନିଯୁକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ସଶସ୍ତ୍ର ବଳକୁ ଏକ ଯୁବ ପ୍ରୋଫାଇଲ୍‌ ପ୍ରଦାନ କରିବା ଦିଗରେ ଏହା ଏକ ପରିବର୍ତ୍ତନକାରୀ…