Latest Odisha News

BREAKING NEWS

Browsing Tag

odisha train accident

ବାହାନଗା ଟ୍ରେନ୍ ଦୁର୍ଘଟଣା, ଏବେ ବି ପରିଚୟ ଅପେକ୍ଷାରେ ଭୁବନେଶ୍ୱର ଏମ୍ସରେ ୨୯ ଶବ

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ମାସ ବିତିବ । ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୯ ଜଣଙ୍କ ମୃତଦେହ ୨ ମାସ ପରେ ବି ସତ୍କାର ହୋଇ ପାରିନି । ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୯ଟି ମୃତଦେହ ଥିବା ବେଳେ ସେମାନେ ସେମାନଙ୍କ…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର କରାଯାଉଛି । ଭୁବନେଶ୍ୱର ଏମ୍ସରେ ୮୧ଟି ମୃତଦେହ…

ଦୁର୍ଘଟଣାକୁ ନେଇ ପ୍ରିୟଙ୍କାଙ୍କ ଟାର୍ଗେଟ, ସିଏଜି ଚେତାଇ ଦେଇଥିଲେ ସରକାର କିଛି କଲେନି!

ଭୁବନେଶ୍ୱର: ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲିଗଲା। ଚାରି ଆଡ଼େ ଦୁଃଖ ଆଉ ଶୋକର ଛାୟା। ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଦେଶର ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଏ ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରୁଛନ୍ତି। ଏଭଳି ଏକ ସ୍ପର୍ଶକାତର…

ବାହାନଗା ରେଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡ଼ିଲା ପ୍ରଥମ ଟ୍ରେନ, ରେଳ ମନ୍ତ୍ରୀ ହାତ ଯୋଡ଼ି ଦେଲେ ବିଦାୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡିଲା ପ୍ରଥମ ଟ୍ରେନ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭାବପୂର୍ଣ୍ଣ ହୋଇ ହାତ ଯୋଡି ଉକ୍ତ ଟ୍ରେନକୁ ଦେଲେ ବିଦାୟ। ଦୁର୍ଘଟଣା ଘଟିଥିବା ଟ୍ରାକରେ ଗଡିଲା ପାସେଞ୍ଜର ଟ୍ରେନ। ଏହି ଅବସରରେ ରେଳ ମନ୍ତ୍ରୀ…