ପଶ୍ଚିମ ଓଡ଼ିଶାରେ ଶୀତ ଲହରି: ୧୬ ସହରରେ ୧୫ ଡିଗ୍ରୀ ସେଲସିୟସ ତଳେ ପାରଦ
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଶୀତ ଲହରି । ଥରାଉଛି ଜାଡ଼ । ବିଭିନ୍ନ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଶୀତରେ ଥରୁଛି ଅଧା ଓଡ଼ିଶା । ୧୬ଟି ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୮.୪ ଡିଗ୍ରୀ…