Latest Odisha News

BREAKING NEWS

Browsing Tag

odisha

୧୦ ଡିଗ୍ରୀ ତଳେ ରାଜ୍ୟର ୩ ସ୍ଥାନ; ଟ୍ବିନ୍‌ସିଟିରେ ୧୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ୩ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ବୁଧବାର ସୂଚନା ଦେଇଛି। ଦାରିଙ୍ଗବାଡିରେ ରାତ୍ରି ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଥିଲା। ଏହାସହିତ କେନ୍ଦୁଝର ଏବଂ କିରେଇରେ…

୨୧ ଓ ୨୨ ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାର ଏବଂ ଶନିବାର ଅର୍ଥାତ୍‌ ଜାନୁୟାରୀ ୨୧ ଓ ୨୨ରେ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ଏବଂ ଗୁରୁବାର ଦିନ…

୧୫ ଡ଼ିଗ୍ରୀ ତଳେ ରାଜ୍ୟର ୮ ସହର; ଦାରିଙ୍ଗବାଡି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ୧୫ ଡିଗ୍ରୀ ତଳେ ରହିଛି ଓଡିଶାର ୮ ସହର। ୧୦ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡିଶାର ସବୁଠୁ ଥଣ୍ଡା ସହର ରହିଛି। ଫୁଲବାଣୀ ରେ ୧୧.୫ଡ଼ିଗ୍ରୀ, କୋରାପୁଟ ୧୨.୦ଡ଼ିଗ୍ରୀ, କେନ୍ଦୁଝର ୧୩.୦, ଭବାନୀପାଟଣା ଏବଂ ଝାରସୁଗୁଡା ରେ ୧୪.୨ଡ଼ିଗ୍ରୀ, ଟିଟଲାଗଡ ଏବଂ ସୋନପୁରରେ ୧୪.୮…

୨୦ ଯାଏ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା ୪ ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି। ଅକ୍ଟୋବର ୧୬ ଏବଂ ୧୭…

ଲଘୁଚାପ ପ୍ରଭାବ; ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଶନିବାର ଦିନ ଓଡିଶାର ପାଞ୍ଚଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି କହିଛି। ଲଘୁଚାପ ପ୍ରଭାବରେ ଶନିବାର ଠାରୁ ଉତ୍ତର ଏବଂ ଦକ୍ଷିଣ ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବ ଏବଂ ଆସନ୍ତା ଚାରି…

ରାଜ୍ୟରେ ଦିନକୁ ୩ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର: କରୋନା ଟିକାକରଣରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା ବିରୋଧୀ ଲଢେଇରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ଆମେ ଓଡିଶାର ଲୋକଙ୍କୁ ଧନ୍ୟବାଦ ଦେଉଛୁ। ରାଜ୍ୟରେ ମୋଟ ୨,୫୦,୧୧,୧୩୩ ଡୋଜ ବ୍ୟବହୃତ ହୋଇଥିବାବେଳେ…

ଓଡିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ ପାଚେରୀ ନିର୍ମାଣ

ବାଲେଶ୍ୱର: ଦିନକୁ ଦିନ ଓଡିଶାରେ ଦାଦାଗିରି ଦେଖାଇବାରେ ଲାଗିଛନ୍ତି ପଡୋଶୀ ରାଜ୍ୟ । ପ୍ରଥମେ ଆନ୍ଧ୍ର ଓ ଏବେ ଓଡିଶାର ଉଦୟପୁରରେ ପଶ୍ଚିମବଙ୍ଗ ଧସେଇ ପଶିଛି । ବିନା ଆଲୋଚନା ଓ ଅନୁମତିରେ ଉଦୟପୁରରେ ପଶ୍ଚିମବଙ୍ଗ ପ୍ରଶାସନ ପାଚେରୀ ନିର୍ମାଣ ନେଇ ଉତ୍ତେଜନା ଦେଖାଦେଇଛି । ପୂର୍ବରୁ ସୀମା…

ଲଘୁଚାପ ପ୍ରଭାବ; ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ ଯୋଗୁ ରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (ଆଇଏମଡି)। “ଏହାର ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାର ପ୍ରବଳ ବର୍ଷା ହେବ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା…

କାଲି ଓଡିଶା ଆସିବେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତର ପୁରୁଷ ଓ ମହିଳା ହକି ଟିମ୍ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି । ପୁରୁଷ ଟିମ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ପାଇଥିଲା ବେଳେ ମହିଳା ଦଳ ଅଳ୍ପକେ ସୁଯୋଗ ହାତଛଡା କରିଥିଲେ । ଭାରତୀୟ ହକି ଟିମର ପ୍ରାୟୋଜକ ଓଡିଶା ରହିଛି ।…

ଏଣିକି ରାଜ୍ୟରେ ପ୍ରବେଶ ପାଇଁ କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର: ଏଣିକି ଓଡ଼ିଶାକୁ ବୁଲି ଆସିଲେ ଆଉ ଦେଖାଇବାକୁ ପଡ଼ିବନି ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କି ଟିକା ପ୍ରମାଣପତ୍ର। ରାଜ୍ୟ ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ଓଡିଶା ସରକାର ବାଧ୍ୟତାମୂଳକ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ଟିକାକରଣ ପ୍ରମାଣପତ୍ରକୁ ହଟାଇ ଦେଇଛନ୍ତି।…