Latest Odisha News

BREAKING NEWS

Browsing Tag

odisha

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ୧୫ ଡିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର: ରାଜ୍ୟରେ ଏତେଟା ଥଣ୍ଡା ଅନୁଭୂତ ନହେଉଥିବା ବେଳେ ଶୁକ୍ରବାର ରାତିଠାରୁ ଶୀତର ମାତ୍ରା ବଢିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇବେଳେ ଫୁଲବାଣୀରେ ଆଜି…

ରଣଜୀ ଟ୍ରଫି: ଓଡିଶାରୁ ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି

କଟକ: ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ରବିବାର ଦିନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ୧୬ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି । ଓସିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ୨ଟି ମ୍ୟାଚ୍ ଲାଗି ଏହି ଦଳ ଘୋଷିତ ହୋଇଛି । ଆସନ୍ତା ଡିସେମ୍ବର ୯ ତାରିଖରେ ଓଡିଶାର ରଣଜୀ…

ପ୍ରଫୁଲ୍ଲ କରଙ୍କ ସମେତ ୧୬ ଜଣ ପାଇଲେ ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’

ଭୁବନେଶ୍ୱର: ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’ ୨୦୧୯ର ୨ୟ ସଂସ୍କରଣରେ ପ୍ରଫୁଲ୍ଲ କର (ସଙ୍ଗୀତ), ସୁଦର୍ଶନ ସାହୁ(କଳା) ଓ ଇଲିଆନା ସୀତାରିଷ୍ଟଙ୍କୁ (ନୃତ୍ୟ) ଲାଗି ରବିବାର ଦିନସମ୍ମାନିତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ୍ ପ୍ରାୟ ୧୭ ଜଣ ବ୍ୟକ୍ତିବିଶେଷ ଓ ୩ଟି ସଙ୍ଗଠନକୁ ଏହି…

ଭାରତୀୟ ସଂସ୍କୃତି ଓ ସାମାଜିକ ଜୀବନ ଅନୁଧ୍ୟାନ ନିମନ୍ତେ ଓଡ଼ିଶାରେ ବିଦେଶୀ ମହିଳା

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ସାମାଜିକ ଜୀବନ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି କିଛି ବିଦେଶୀ ମହିଳା । ପ୍ରାୟ ୪ ଜଣ ଭାରତୀୟ ମା' ତଥା ମହିଳାମାନେ ପାଖାପାଖି ଏକ ବର୍ଷ ତଳେ ନୂଆଦିଲ୍ଲୀରୁ ଲଣ୍ଡନକୁ ସଡ଼କପଥରେ ଯାତ୍ରା କରିଥିଲେ । ଏହି ଦୁଇ ମାସର ଯାତ୍ରା ସମୟରେ ସେମାନେ…

ଓଡିଶାର ୧୯ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀର ପ୍ରାୟ ୧୯ଟି ସ୍ଥାନରେ ଜଳ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ପକ୍ଷରୁ ଚିହ୍ନଟ କରାଯାଇଛି । ଏସମ୍ପର୍କରେ ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଙ୍ଗଲ ଓ…

ଆଜି ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

ଭୁବନେଶ୍ୱର: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଶନିବାର ଦିନ ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସୂଚୀ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ । ସେହିପରି ରାଜଧାନୀରେ…

ଆଜିଠୁ ପଞ୍ଚୁକ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ

ଭୁବନେଶ୍ୱର: ପବିତ୍ର କାର୍ତିକ ମାସ ଅବସରରେ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ମହାପଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ଦିନରୁ ପାଞ୍ଚ ଦିନ ଧରି ବିଭିନ୍ନ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ…

ନଭେମ୍ବର ୬ରେ ଓଡିଶା ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ ଆନ୍ନା ହଜାରେ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୬ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ କିଶାନ ବାବୁରାଓ ହଜାରେ। ଯିଏକି ଆନ୍ନା ହଜାରେ ନାମରେ ସୁପରିଚିତ । ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର ନବ ନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, "ଆନ୍ନା ହଜାରେ ଓଡିଶା…

୨ ଦିନ ମଧ୍ୟରେ ଓଡିଶାରେ ଶୀତ ଆରମ୍ଭ !

ଭୁବନେଶ୍ୱର: ନିକଟରେ ଓଡିଶାରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଏବେ ଛାଡିଯାଇଥିବା ବେଳେ ଧିରେଧିରେ ଶୀତର ଆଗମନ ହେଉଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି । ପାଣିପାଗ ବିଭାଗର ଡ୍ୟୁଟି ଅଫିସର ମଦନ ମୋହନ ଦାସ ଏନେଇ ସୂଚନା ଦେଇ କହିଛନ୍ତି,…

ଓଡିଶା ଛାଡୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛାଡୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ଜାରି ହୋଇଥିବା ଏକ ବୁଲେଟିନରୁ ଜଣାପଡିଛି । ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ବାୟୁ ସୋମବାର ଦିନ ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର ଓ ମୟୁରଭଞ୍ଜ ଭଳି…