Latest Odisha News

BREAKING NEWS

Browsing Tag

Of Thai Irrigation Facilities

କେବଳ ଇନ୍ଦ୍ରଦେବଙ୍କ କୃପା ଯୋଗୁ ହେଉଛି ଚାଷ, ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଜଳସେଚନ ସୁବିଧାରୁ ବଞ୍ଚିତ ଚାଷୀ

ନବରଙ୍ଗପୁର: ବୃହତ ଇନ୍ଦ୍ରାବତୀ ଥାଇ ମିଳୁନି ଟୋପାଏ ପାଣି । ନବରଙ୍ଗପୁର ଜିଲାରେ ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଜିଲାର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲାରେ ଧାନଚାଷ ମୁଖ୍ୟ ଫସଲ । ମକା ଓ ଆଖୁ ଅନ୍ୟତମ ପ୍ରମୁଖ…