Latest Odisha News
Browsing Tag

Oil Price Hike

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ବେଲଗାମ ହେଉଛି ତୈଳ ଦର । ଆଜି ପୁଣି ଥରେ ବଢ଼ିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ସପ୍ତମ ଦିନରେ ଲଗାତାର ଷଷ୍ଠ ଥର ବଢ଼ିଛି ତୈଳ ଦର । ଆଜି ପେଟ୍ରୋଲ୍ ଦାମ୍ ଲିଟର ପିଛା ୩୦ ଓ ଡିଜେଲ୍ ଲିଟର ପ୍ରତି ଦର ୩୫ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଓଡ଼ିଶାରେ ପେଟ୍ରୋଲ…

ତୈଳ ଦରରେ ଲାଗୁନି ବ୍ରେକ୍, ଆଜି ପୁଣି ବଢ଼ିଲା

ଭୁବନେଶ୍ୱର: ପୁଣି ବେଲଗାମ ତୈଳ ଦର । ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଲଗାତାର ଷଷ୍ଠ ଦିନରେ ପଞ୍ଚମ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ଦର ୫୦ ପଇସା ବଢ଼ିଛି । ସେହିପରି ଡିଜେଲ ଦାମ୍ ଲିଟର ପ୍ରତି ୫୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ…

ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଚାରି ମାସ ପରେ ତୈଳ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲ୍ ଦାମରେ ୮୦ ପଇସା ଲେଖାଏ ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର । ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ଲିଟ୍ର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ଦାମ୍ ୯୨…

୧୧ ବର୍ଷ ମଧ୍ୟରେ ଖାଇବା ତେଲର ଦାମ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଗାତାର ଦରବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦେଶରେ ଖାଇବା ତେଲର ଦାମ ନିୟମିତ ବଢ଼ି ଚାଲିଛି । ସରକାରୀ ତଥ୍ୟ ଅନୁସାରେ, ଚଳିତ ମାସରେ ଖାଇବା ତେଲର ଦାମ ଗତ ୧୦ ବର୍ଷ ମଧ୍ୟରେ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୋମବାର ଖାଦ୍ୟ ଓ…

ଦିଦିଙ୍କ ଅଭିନବ ପ୍ରତିବାଦ, ତୈଳ ଦର ବୃଦ୍ଧି ନେଇ ମମତାଙ୍କ ଇ-ସ୍କୁଟର ରାଲି

କୋଲକାତା: ଦେଶରେ ପଟେରାଲ ଡିଜେଲ ଦର ଆକାଶଛୁଆଁ । ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳ ଲଗାତାର ବିରୋଧ କରୁଛନ୍ତି । ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ମମତା ତୈଳ ଦର ବିରୋଧରେ ଇ-ସ୍କୁଟରରେ…